ଦେଶି ମଦ ଚାଲାଣ ବଳେ ଚଢଉ, ଜଣେ ଗିରଫ
ଜୟପୁର, ୧୭ ଜୁନ୍ (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ପକ୍ଷରୁ ଆଜି ଚଢଉ କରି ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଭଟ୍ଟାଛିଞ୍ଚି ଗ୍ରାମର ସୁବାସ ହରିଜନ (୧୬) । ଦେଶି ମଦ ଚାଲାଣ ହେଉଥିବା ସୂଚନା ପାଇ ଭଟ୍ଟାଛିଞ୍ଚିରେ ଚଢାଉ ହୋଇଥିଲା । ଚଢଉ କରି ୧୨ ଲ
ଦେଶି ମଦ ଚାଲାଣ ବଳେ ଚଢଉ, ଜଣେ ଗିରଫ


ଜୟପୁର, ୧୭ ଜୁନ୍ (ହି.ସ.)-

ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ପକ୍ଷରୁ ଆଜି ଚଢଉ କରି ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଭଟ୍ଟାଛିଞ୍ଚି ଗ୍ରାମର ସୁବାସ ହରିଜନ (୧୬) । ଦେଶି ମଦ ଚାଲାଣ ହେଉଥିବା ସୂଚନା ପାଇ ଭଟ୍ଟାଛିଞ୍ଚିରେ ଚଢାଉ ହୋଇଥିଲା । ଚଢଉ କରି ୧୨ ଲିଟର ଦେଶି ମଦ ଜବତ କରି ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତକୁ ଆଜି ଅପରାହ୍ନ ୨ଟାରେ କୋର୍ଟ ଚାଲାଣ କରିଥିବା ବିଷୟ ଅବକାରି ଥାନା ଓଆଇସି ସୁବ୍ରତ କିଶରି ହରିଣ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande