ଜୁନ୍ ୧ ରୁ ୧୭ ତାରିଖ ସୁଦ୍ଧା ୭୩.୦ ମି.ମି. ବର୍ଷା ରେକର୍ଡ଼, ସ୍ୱାଭାବିକ୍ ବର୍ଷା ଠାରୁ ୨୦ ପ୍ରତିଶତ କମ୍ : ଗୋଟିଏ ଜିଲ୍ଲାରେ ସବୁଠୁ ଅଧିକ, ୫ ଜିଲ୍ଲାରେ ଅତ୍ୟଧିକ, ୧୨ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା, ୧୧ ଜିଲ୍ଲାରେ ନିଅଂଟିଆ ଓ ଅନ୍ୟ ଗୋଟିଏ ଜିଲ୍ଲାରେ ଅତି ନିଅଂଟିଆ ବର୍ଷା ରେକର୍ଡ଼
ଭୁବନେଶ୍ୱର, ୧୭ ଜୁନ୍ (ହି.ସ.)- ଚଳିତ ମୌସୁମୀ ଋତୁରେ, ଜୁନ୍ ୧ରୁ ୧୭ ତାରିଖ ସୁଦ୍ଧା ୭୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ୱାଭାବିକ୍ ବର୍ଷା ଠାରୁ ୨୦ ପ୍ରତିଶତ କମ୍ । ଏହି ସମୟରେ ସ୍ୱାଭାବିକ୍ ବର୍ଷା ୯୧.୪ ମି.ମି ରହିଥାଏ । ଏହି ଅବଧି ମଧ୍ୟରେ ଗୋଟିଏ ଜିଲ୍ଲାରେ ସବୁଠୁ ଅଧିକ, ୫ ଜିଲ୍ଲା
ଜୁନ୍ ୧ ରୁ ୧୭ ତାରିଖ ସୁଦ୍ଧା ୭୩.୦ ମି.ମି. ବର୍ଷା ରେକର୍ଡ଼, ସ୍ୱାଭାବିକ୍ ବର୍ଷା ଠାରୁ ୨୦ ପ୍ରତିଶତ କମ୍ : ଗୋଟିଏ ଜିଲ୍ଲାରେ ସବୁଠୁ ଅଧିକ, ୫ ଜିଲ୍ଲାରେ ଅତ୍ୟଧିକ, ୧୨ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା, ୧୧ ଜିଲ୍ଲାରେ ନିଅଂଟିଆ ଓ ଅନ୍ୟ ଗୋଟିଏ ଜିଲ୍ଲାରେ ଅତି ନିଅଂଟିଆ ବର୍ଷା ରେକର୍ଡ଼


ଭୁବନେଶ୍ୱର, ୧୭ ଜୁନ୍ (ହି.ସ.)- ଚଳିତ ମୌସୁମୀ ଋତୁରେ, ଜୁନ୍ ୧ରୁ ୧୭ ତାରିଖ ସୁଦ୍ଧା ୭୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ୱାଭାବିକ୍ ବର୍ଷା ଠାରୁ ୨୦ ପ୍ରତିଶତ କମ୍ । ଏହି ସମୟରେ ସ୍ୱାଭାବିକ୍ ବର୍ଷା ୯୧.୪ ମି.ମି ରହିଥାଏ ।

ଏହି ଅବଧି ମଧ୍ୟରେ ଗୋଟିଏ ଜିଲ୍ଲାରେ ସବୁଠୁ ଅଧିକ, ୫ ଜିଲ୍ଲାରେ ଅତ୍ୟଧିକ, ୧୨ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା ଏବଂ ୧୧ ଜିଲ୍ଲାରେ ନିଅଂଟିଆ ଏବଂ ଅନ୍ୟ ଗୋଟିଏ ଜିଲ୍ଲାରେ ଅତି ନିଅଂଟିଆ ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande