ଲ’ କଲେଜ କଲୋନୀ ମନ୍ଦିର କମିଟିର ପୁନଃ ଗଠନ
କେନ୍ଦ୍ରାପଡା, 17 ଜୁନ୍ (ହି.ସ.) ଦୀନବନ୍ଧୁ ସାହୁ ଆଇନ ମହା ବିଦ୍ୟାଳୟ କଲୋନୀ ମନ୍ଦିର କମିଟିର ପୁନଃ ଗଠନ କରାଯାଇଛି । କଲୋନୀ ବାସିନ୍ଦା ମାନେ ଏକ ବୈଠକରେ ମିଳିତ ହୋଇ ମନ୍ଦିରର ସୁପରିଚାଳନା ନିମନ୍ତେ ଏକ ପରିଚାଳନା ସମିତି ଗଠନ କରିଛନ୍ତି । ଏଥିରେ ସଭାପତି ଭାବେ ବସନ୍ତ କୁମାର ଜେନା, ଉପ ସଭାପତି ଉଦୟନ
ଲ’ କଲେଜ କଲୋନୀ ମନ୍ଦିର କମିଟିର ପୁନଃ ଗଠନ


କେନ୍ଦ୍ରାପଡା, 17 ଜୁନ୍ (ହି.ସ.) ଦୀନବନ୍ଧୁ ସାହୁ ଆଇନ ମହା ବିଦ୍ୟାଳୟ କଲୋନୀ ମନ୍ଦିର କମିଟିର ପୁନଃ ଗଠନ କରାଯାଇଛି । କଲୋନୀ ବାସିନ୍ଦା ମାନେ ଏକ ବୈଠକରେ ମିଳିତ ହୋଇ ମନ୍ଦିରର ସୁପରିଚାଳନା ନିମନ୍ତେ ଏକ ପରିଚାଳନା ସମିତି ଗଠନ କରିଛନ୍ତି । ଏଥିରେ ସଭାପତି ଭାବେ ବସନ୍ତ କୁମାର ଜେନା, ଉପ ସଭାପତି ଉଦୟନାଥ ସାହୁ, ସଂପାଦକ ଭାବେ ଡ଼ଃ ପ୍ରଭାକର ମଲିକଙ୍କୁ ମନୋନିତ କରାଯାଇଛି । କମିଟିର ସଦସ୍ୟ ଭାବେ ଡ଼ଃ ସ୍ମୃତି ରଂଜନ ବେହେରା, ଫକୀର ରାଉତ, ସତ୍ୟପ୍ରିୟ ପରିଡା, ବିଜୟ କୁମାର ନାୟକ, ଭଞ୍ଜ କିଶୋର ଜେନା, ନରେନ୍ଦ୍ର ନାଥ ମହାରଣା, ସତ୍ୟପ୍ରିୟ ମହାନ୍ତି, ପ୍ରତାପ କୁମାର ମହାପାତ୍ର, ରଂଜନ କୁମାର ସାମନ୍ତରାୟ, ବସନ୍ତ କୁମାର ବରାଳ, ଅଶୋକ କୁମାର ମହାପାତ୍ର, ବିଚିତ୍ର କୁମାର ନାୟକ, ସୁଶାନ୍ତ କୁମାର ସେଠୀ ପ୍ରମୁଖଙ୍କୁ ସଦସ୍ୟ ଭାବେ ମନୋନିତ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande