କେନ୍ଦୁଝର, 17 ଜୁନ (ହି.ସ.) କେନ୍ଦୁଝର ସାଂସଦ ଅନନ୍ତ ନାୟକ ଜଗତସିଂହପୁର ସାଂସଦ ତଥା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ
ସଭାପତି ଡଃ. ବିଭୂ ପ୍ରସାଦ ତରାଇଙ୍କୁ ଜନ୍ମଦିନରଶୁଭେଚ୍ଛା ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଜଗତସିଂହପୁର ସାଂସଦ ଡଃ. ବିଭୂ ପ୍ରସାଦ ତରାଇଙ୍କୁ
ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l ମା ତାରିଣୀଙ୍କ ନିକଟରେ ଆପଣଙ୍କ ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରୁଛି l
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ