ବାଲାସାହେବ ଦେଓରସଙ୍କ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 17 ଜୁନ୍ (ହି.ସ.) - ବାଲାସାହେବ ଦେଓରସଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତୃତୀୟ ସରସଂଘଚାଳକ ସ୍ୱର୍ଗତ ବାଲାସାହେବ ଦେଓରସ ଜୀଙ୍କ ପୁଣ୍ୟତିଥିର
ବାଲାସାହେବ ଦେଓରସଙ୍କ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 17 ଜୁନ୍ (ହି.ସ.)

- ବାଲାସାହେବ ଦେଓରସଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ

ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରୀୟ ସ୍ୱୟଂସେବକ

ସଂଘର ତୃତୀୟ ସରସଂଘଚାଳକ ସ୍ୱର୍ଗତ ବାଲାସାହେବ ଦେଓରସ ଜୀଙ୍କ ପୁଣ୍ୟତିଥିରେ ଭକ୍ତିପୂତ

ଶ୍ରଦ୍ଧାଞ୍ଜଳି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande