କୁମ୍ଭୀର ସଂରକ୍ଷଣ ପାଇଁ ସୁଦର୍ଶନଙ୍କ ବାଲୁକାକଳା
ପୁରୀ, ୧୭ ଜୁନ୍ (ହି.ସ.)- ଓଡିଶାରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ସମାରୋହ ଅବସରରେ ପୁରୀ ନିଳାଦ୍ରୀ ବିଚ ଠାରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶୀତ ହୋଇଛି । ଏଥିରେ ଏସିଏଫ ସମ୍ବିତ ପଣ୍ଡା, ଅଶୋକ ବେହେରା ଓ ଜଙ୍ଗଲ ବି
କୁମ୍ଭୀର ସଂରକ୍ଷଣ ପାଇଁ ସୁଦର୍ଶନଙ୍କ ବାଲୁକାକଳା


କୁମ୍ଭୀର ସଂରକ୍ଷଣ ପାଇଁ ସୁଦର୍ଶନଙ୍କ ବାଲୁକାକଳା


ପୁରୀ, ୧୭ ଜୁନ୍ (ହି.ସ.)- ଓଡିଶାରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ସମାରୋହ ଅବସରରେ ପୁରୀ ନିଳାଦ୍ରୀ ବିଚ ଠାରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶୀତ ହୋଇଛି । ଏଥିରେ ଏସିଏଫ ସମ୍ବିତ ପଣ୍ଡା, ଅଶୋକ ବେହେରା ଓ ଜଙ୍ଗଲ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ । ରଙ୍ଗ ବେରଙ୍ଗର କୁମ୍ଭୀର ବେଶ ଆକର୍ଷଣ ହୋଇଛି । ପର୍ଯ୍ୟଟକ ମାନେ ଏହି ବାଲୁକା କଳା ଦେଖି ଆନନ୍ଦିତ ହୋଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande