ଭୁବନେଶ୍ୱର, 17 ଜୁନ୍ (ହି.ସ.)
- ୟୁନିଟ 8 ଅଞ୍ଚଳରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । କାଫେ ଏରିଆ 8 ଭିତରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ପାଇଥିଲେ
କାଫେ କର୍ମଚାରୀ । ମୃତକଙ୍କ ନାଁ ଅବକାଶ ମହାନ୍ତି । ଘର ଜଗତସିଂହପୁର ଏରସମା ଅଞ୍ଚଳରେ ହୋଇଥିବା
ସୂଚନା ମିଳିଛି । ଘଟଣା ସ୍ଥଳରେ ନୟାପଲି ଥାନା ପୋଲିସ ପହଂଚି ଛାନଭିନ କରିଛି । ମୃତ୍ୟୁର କାରଣ
ଏଯାଏ ଅସ୍ପଷ୍ଟ ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା