ଭୁବନେଶ୍ୱରରୁ 51 କିଲୋ ଗଂଜେଇ ଜବତ, 3 ଗିରଫ
ଭୁବନେଶ୍ୱର, 17 ଜୁନ୍ (ହି.ସ.)- ଭୁବନେଶ୍ୱରରୁ 51 କିଲୋ ଗଂଜେଇ ଜବତ ହୋଇଚଇ । ଷ୍ଟେସନର ଗଳା ବାଟେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ମାଫିଆ । ଭୁବନେଶ୍ୱରରୁ ଦିଲ୍ଲୀ ନେଉଥିଲେ ଗଞ୍ଜେଇ। ଖବର ପାଇବା ପରେ ମାଡ଼ି ବସିଲା ଜିଆରପି। ସୁଟକେସ ଓ ଦେହରେ ଗୁଡ଼ାଇ ଥିଲେ ଗଞ୍ଜେଇ। 51କିଲୋ ଗଞ
ଭୁବନେଶ୍ୱରରୁ 51 କିଲୋ ଗଂଜେଇ ଜବତ, 3 ଗିରଫ


ଭୁବନେଶ୍ୱର, 17 ଜୁନ୍ (ହି.ସ.)- ଭୁବନେଶ୍ୱରରୁ 51 କିଲୋ ଗଂଜେଇ ଜବତ ହୋଇଚଇ । ଷ୍ଟେସନର ଗଳା ବାଟେ ଗଞ୍ଜେଇ

ଚୋରା ଚାଲାଣ କରୁଥିଲେ ମାଫିଆ । ଭୁବନେଶ୍ୱରରୁ ଦିଲ୍ଲୀ ନେଉଥିଲେ ଗଞ୍ଜେଇ। ଖବର ପାଇବା ପରେ

ମାଡ଼ି ବସିଲା ଜିଆରପି। ସୁଟକେସ ଓ ଦେହରେ ଗୁଡ଼ାଇ ଥିଲେ ଗଞ୍ଜେଇ। 51କିଲୋ ଗଞ୍ଜେଇ ସହ ତିନିଜଣଙ୍କୁ ଗିରଫ କଲା ଭୁବନେଶ୍ୱର

ଜିଆରପି।

ରଥଯାତ୍ରା ପୂର୍ବରୁ ଅପରାଧ ନିୟନ୍ତ୍ରଣ ପାଇଁ ଆରମ୍ଭ ହୋଇଛି ସ୍ପେଶାଲ୍ ଡ୍ରାଇଭ୍। ପୁରୀ, ବ୍ରହ୍ମପୁର, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ଵର ଜିଆରପି ପୋଲିସ ଥାନା ମାନଙ୍କୁ ସାଦା ପୋଷାକରେ ରହି ସ୍ପେଶାଲ୍ ଡ୍ରାଇଭ୍

କରିବାକୁ ପାଇଁ ଏସ.ଆର.ପି. ନିର୍ଦ୍ଦେଶ ଦେଇଛନ୍ତି । ସାଧା ପୋଷାକରେ ଅଫିସର ଓ କର୍ମଚାରୀ ମାନେ

ରହି କରିବେ ଡ୍ରାଇଭ୍।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande