ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜନତା ମୈଦାନରେ ସ୍ଥିତି ଯାଂଚ
ଭୁବନେଶ୍ୱର, 17 ଜୁନ୍ (ହି.ସ.)- ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜନତା ମୈଦାନରେ ସ୍ଥିତି ଯାଂଚ କରାଯାଇଛି । ସଭା ସ୍ଥଳରେ ଏସପିଜି ଟିମ ସହ ବରିଷ୍ଠ ପୋଲିସ ଅଧିକାରୀ ସ୍ଥିତି ଯାଂଚ କରିଥିଲେ । ଦୁଇ ମନ୍ତ୍ରୀ ସୁରେଶ ପୂଜାରୀ ଓ ବିଭୁତି ଜେନା ଵି ପହଂଚି ସଭାସ୍ଥଳ ସ୍ଥିତି ଅନୁଧ୍ୟା
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜନତା ମୈଦାନରେ ସ୍ଥିତି ଯାଂଚ


ଭୁବନେଶ୍ୱର, 17 ଜୁନ୍ (ହି.ସ.)- ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜନତା ମୈଦାନରେ ସ୍ଥିତି ଯାଂଚ କରାଯାଇଛି

। ସଭା ସ୍ଥଳରେ ଏସପିଜି ଟିମ ସହ ବରିଷ୍ଠ ପୋଲିସ ଅଧିକାରୀ ସ୍ଥିତି ଯାଂଚ କରିଥିଲେ । ଦୁଇ

ମନ୍ତ୍ରୀ ସୁରେଶ ପୂଜାରୀ ଓ ବିଭୁତି ଜେନା ଵି ପହଂଚି ସଭାସ୍ଥଳ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande