ଦେଶି ମଦ ଚାଲାଣ ବେଳେ ଚଢାଉ, ୨ ଗିରଫ
ଜୟପୁର, ୧୮ ଜୁନ (ହିସ) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ଦୁଇ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଦାମାପୁଟ ଗ୍ରାମର ବିଦ୍ୟା ହରିଜନ (୨୬) ଏକଟାଗୁଡାର ଭଗବାନ କୁଳଦିପ (୩୧) । ସୁଚନା ଅନୁଯାଇ ଦେଶି ମଦ ଚାଲାଣ ହେଉଥିବା ସୁଚନା ପାଇ ଦାମାପୁଟ ଓ ଏକଟାଗୁଡା
ଦେଶି ମଦ ଚାଲାଣ ବେଳେ ଚଢାଉ, ୨ ଗିରଫ


ଜୟପୁର, ୧୮ ଜୁନ (ହିସ) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ଦୁଇ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଦାମାପୁଟ ଗ୍ରାମର ବିଦ୍ୟା ହରିଜନ (୨୬) ଏକଟାଗୁଡାର ଭଗବାନ କୁଳଦିପ (୩୧) । ସୁଚନା ଅନୁଯାଇ ଦେଶି ମଦ ଚାଲାଣ ହେଉଥିବା ସୁଚନା ପାଇ ଦାମାପୁଟ ଓ ଏକଟାଗୁଡାରେ ଚଢାଉ କରିଥିଲା । ଚଢାଉ କରି ୨୯ ଲିଟର ଦେଶି ମଦ ଜବତ କରି ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ କୁ ଆଜି ଅପରାହ୍ନ ୨ଟାରେ କୋର୍ଟ ଚାଲାଣ କରିଥିବା ବିଷୟ ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହରିଣ ସୁଚନା ଦେଇଛନ୍ତି ।

-----------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande