କଦମପଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବିଶ୍ଵ ଯୋଗ ଦିବସ ପାଳିତ
ବଲାଙ୍ଗିର, ୨୧ ଜୁନ୍ (ହି.ସ.)- ସ୍ଥାନୀୟ କଦମପଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଆଜି ବିଶ୍ଵ ଯୋଗ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ପରିଚାଳନା କମିଟି ସଭାପତି ଭବାନୀ ଶଙ୍କର ପଟେଲ ଉପସ୍ଥିତ ଥିଲେ। ପ୍ରଶିକ୍ଷକ ପ୍ରଶିକ୍ଷିକା ଭାବରେ ପ୍ରଧାନ ଆଚାର୍ଯ୍ୟ ସୁବ୍ରତ ବେହେରା
କଦମପଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଶ୍ଵ ଯୋଗ ଦିବସ

ବଲାଙ୍ଗିର, ୨୧ ଜୁନ୍ (ହି.ସ.)- ସ୍ଥାନୀୟ କଦମପଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଆଜି ବିଶ୍ଵ ଯୋଗ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ପରିଚାଳନା କମିଟି ସଭାପତି ଭବାନୀ ଶଙ୍କର ପଟେଲ ଉପସ୍ଥିତ ଥିଲେ। ପ୍ରଶିକ୍ଷକ ପ୍ରଶିକ୍ଷିକା ଭାବରେ ପ୍ରଧାନ ଆଚାର୍ଯ୍ୟ ସୁବ୍ରତ ବେହେରା, ସୁଶ୍ରୀ ମିନା ସରାଫ, ସାଧୁରମ ନାଏକ, ଶ୍ରୀମତୀ କଲ୍ୟାଣୀ ପଣ୍ଡା, କିଶୋର କୁମାର ମାଟାରି, ଶ୍ରୀମତୀ ମାନିନୀ ଦୀପ ଶିଶୁଙ୍କୁ ଯୋଗ ଅଭ୍ୟାସ କରାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande