ବିଜେପି ପକ୍ଷରୁ ଡ଼କ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ
ଭୁବନେଶ୍ୱର, 23 ଜୁନ୍ (ହି.ସ.)- ବିଜେପି ପାଳନ କଲା ଡ଼କ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ । ରାଜ୍ୟ କାର୍ଯ୍ୟାଳୟରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ 72 ତମ ବଳିଦାନ ଦିବସ ପାଳନ କରାଯାଇଛି । ଏହି ଅବସରରେ ଶ୍ୟାମା ପ୍ରସାଦଙ୍କ ଦେଶ ପ୍ରତି ଅବଦାନ ଏବଂ ଜୀବନ
ବିଜେପି ପକ୍ଷରୁ ଡ଼କ୍ଟର     ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ


ଭୁବନେଶ୍ୱର, 23 ଜୁନ୍ (ହି.ସ.)- ବିଜେପି ପାଳନ

କଲା ଡ଼କ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ । ରାଜ୍ୟ କାର୍ଯ୍ୟାଳୟରେ ଶ୍ୟାମା

ପ୍ରସାଦ ମୁଖାର୍ଜୀଙ୍କ 72 ତମ ବଳିଦାନ ଦିବସ ପାଳନ କରାଯାଇଛି । ଏହି ଅବସରରେ ଶ୍ୟାମା

ପ୍ରସାଦଙ୍କ ଦେଶ ପ୍ରତି ଅବଦାନ ଏବଂ ଜୀବନ ଯାତ୍ରାକୁ ସ୍ମରଣ କରାଯାଇଥିଲା । ରାଜ୍ୟ ସଭାପତି

ମନମୋହନ ସାମଲ ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ଦଳର

ପଦାଧିକାରୀ ଏବଂ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande