ଭୁବନେଶ୍ୱରରେ ହେବ ସାଇନ୍ସ ସିଟି
ଭୁବନେଶ୍ୱର, 23 ଜୁନ୍ (ହି.ସ.)- ଭୁବନେଶ୍ୱରରେ ହେବ ସାଇନ୍ସ ସିଟି । ସେଥିପାଇଁ ମୁଖ୍ୟମନ୍ତ୍ରୀ 100 ଏକ ଜାଗା ମଞ୍ଜୁର କରିଛନ୍ତି । ସାଇନ୍ସ ସିଟି ପାଇଁ ଯାହା ଅର୍ଥ ଦରକାର ତାହା ଦିଆଯିବ । ସାଇନ୍ସ ସିଟିର ଆବଶ୍ୟକତା ଅଛି । ସାଇନ୍ସ ସିଟି ଦ୍ୱାରା ଛାତ୍ରଛାତ୍ରୀ ଓ ସାଧାର
ଭୁବନେଶ୍ୱରରେ ହେବ ସାଇନ୍ସ     ସିଟି


ଭୁବନେଶ୍ୱର, 23 ଜୁନ୍ (ହି.ସ.)- ଭୁବନେଶ୍ୱରରେ

ହେବ ସାଇନ୍ସ ସିଟି । ସେଥିପାଇଁ ମୁଖ୍ୟମନ୍ତ୍ରୀ 100 ଏକ ଜାଗା ମଞ୍ଜୁର କରିଛନ୍ତି । ସାଇନ୍ସ

ସିଟି ପାଇଁ ଯାହା ଅର୍ଥ ଦରକାର ତାହା ଦିଆଯିବ । ସାଇନ୍ସ ସିଟିର ଆବଶ୍ୟକତା ଅଛି । ସାଇନ୍ସ ସିଟି

ଦ୍ୱାରା ଛାତ୍ରଛାତ୍ରୀ ଓ ସାଧାରଣ ଜନତା ମାନେ ନୂଆନୂଆ ତଥ୍ୟ ଜାଣିବେ । ଏହା ସହ ବାୟୋ ଟେକ୍ନୋଲୋଜିର

ଡେଭଲପମେଣ୍ଟ ହେବା ଦରକାର । 480 କିଲୋମିଟର ସମୁଦ୍ରକୂଳ ଅଛି। ଚିଲିକା ପରି ହ୍ରଦ ଅଛି। ତେଣୁ

ସେଥିପାଇଁ ବାୟୋ ଟେକ୍ନୋଲୋଜିର ବିକାଶ ପାଇଁ 1113 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । 5

ବର୍ଷରେ ଟଙ୍କା ଖର୍ଚ୍ଚ କରାଯିବ ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର

ପାତ୍ର କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande