ଭୁବନେଶ୍ୱର, 23 ଜୁନ୍ (ହି.ସ.)- ଡ.ଶ୍ୟାମା
ପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ
ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମହାନ ଶିକ୍ଷାବିତ, ପ୍ରଖର
ରାଷ୍ଟ୍ରବାଦୀ ବିଚାରକ, ଭାରତୀୟ ଜନସଂଘର ପ୍ରତିଷ୍ଠାତା ଓ ଆମର ପଥ ପ୍ରଦର୍ଶକ ଡ.ଶ୍ୟାମା ପ୍ରସାଦ
ମୁଖାର୍ଜୀଙ୍କ ବଳିଦାନ ଦିବସରେ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା