ରାଇଘର ସ୍ଥିତ ସରକାରୀ ପୂର୍ବତନ ବୋର୍ଡ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କଲେ ବିଭାଗୀୟ ମନ୍ତ୍ରୀ
ଭୁବନେଶ୍ୱର, 23 ଜୁନ୍ (ହି.ସ.)- ରାଇଘର ସ୍ଥିତ ସରକାରୀ ପୂର୍ବତନ ବୋର୍ଡ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏନେଇ ମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇ କହିଛନ୍ତି ଯେ, ରାଇଘର ସ୍ଥିତ ସରକାର
ରାଇଘର ସ୍ଥିତ ସରକାରୀ     ପୂର୍ବତନ ବୋର୍ଡ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କଲେ ବିଭାଗୀୟ ମନ୍ତ୍ରୀ


ଭୁବନେଶ୍ୱର, 23 ଜୁନ୍ (ହି.ସ.)- ରାଇଘର ସ୍ଥିତ

ସରକାରୀ ପୂର୍ବତନ ବୋର୍ଡ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ

ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏନେଇ ମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇ

କହିଛନ୍ତି ଯେ, ରାଇଘର ସ୍ଥିତ ସରକାରୀ ପୂର୍ବତନ ବୋର୍ଡ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ

କରିଛି। ବିଦ୍ୟାଳୟଟି ଅସଜଡା ଓ ଅବ୍ୟବସ୍ଥିତ ଅବସ୍ଥାରେ ରହିଛି,

ଯାହା ଅତ୍ୟନ୍ତ ଚିନ୍ତାଜନକ। ବିଦ୍ୟାଳୟର

ଶିକ୍ଷୟିତ୍ରୀମାନଙ୍କୁ ଏ ସମ୍ପର୍କରେ ପରାମର୍ଶ ଦେବା ସହିତ ସଚେତନ କରିଛି। ଆଗାମୀ ଦିନରେ ଏ

ସବୁରେ ସୁଧାର ଆସିବା ଦରକାର। ପିଲାମାନଙ୍କୁ ସୁସ୍ଥ ପରିବେଶ ଓ ସୁନ୍ଦର ଶିକ୍ଷାଦାନର ଆବଶ୍ୟକ

ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande