ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାରେ କଂଗ୍ରେସର କାର୍ଯ୍ୟାନୁଷ୍ଠାନ ଦାବି
ଭୁବନେଶ୍ୱର, 24 ଜୁନ୍ (ହି.ସ.)- ମହାପ୍ରଭୁଙ୍କ ମୋଦକ ଚୋରି ଘଟଣା । ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ସେ କହିଛନ୍ତି ଯେ,ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଛି ବିଜେପି । ଓଡ଼ିଆ ଅସ୍ମିତା ରକ୍ଷା କରି ପାରୁନାହାନ୍ତି ସରକାର । ଶେଷରେ ମହାପ୍ରଭୁଙ୍କ ମୋ
ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାରେ କଂଗ୍ରେସର କାର୍ଯ୍ୟାନୁଷ୍ଠାନ ଦାବି


ଭୁବନେଶ୍ୱର, 24 ଜୁନ୍ (ହି.ସ.)- ମହାପ୍ରଭୁଙ୍କ ମୋଦକ ଚୋରି ଘଟଣା । ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା

ରାମଚନ୍ଦ୍ର କାଡ଼ାମ । ସେ କହିଛନ୍ତି ଯେ,ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଛି ବିଜେପି ।

ଓଡ଼ିଆ ଅସ୍ମିତା ରକ୍ଷା କରି ପାରୁନାହାନ୍ତି ସରକାର । ଶେଷରେ ମହାପ୍ରଭୁଙ୍କ ମୋଦକ ଚୋରି ହୋଇଛି

। ଘଟଣାର ତଦନ୍ତ କରି ପଦକ୍ଷେପ ନିଆଯାଉ । ଶ୍ରୀମନ୍ଦିରର 4 ଦ୍ୱାରା ଖୋଲି ଦେଇ କହି ବାଃ ବାଃ ନେଉଛନ୍ତି । ଦେଖିଲା ବେଳକୁ

ସୁରକ୍ଷା ଦେଉ ପାରୁନାହାନ୍ତି କହି ବର୍ଷିଛନ୍ତି ରାମଚନ୍ଦ୍ର କାଡାମ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande