ଭୁବନେଶ୍ୱର, 24 ଜୁନ୍ (ହି.ସ.)- ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତି ପାଇଁ ଭୁବନେଶ୍ୱରରୁ ଆବୁଧାବି ଯାଉଥିବା
ଇଣ୍ଡିଗୋ ବିମାନ ବାତିଲ କରାଯାଇଛି । ଯୁଦ୍ଧ ଯୋଗୁଁ ବିମାନ ଚଳାଚଳ ସଂସ୍ଥା ବିମାନ ବନ୍ଦ
କରିଥିବା ସୂଚନା ଦେଇଛନ୍ତି ବିମାନ ବନ୍ଦର କର୍ତୃପକ୍ଷ । ଆଗକୁ ଆହୁରି କିଛି ଦିନ ବନ୍ଦ ରହିପାରେ ଏହି ବିମାନ
ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା