ବେଆଇନ ମଦ ବିକ୍ରି ତଥା ନିଶା ଓ ବିଷାକ୍ତ ମାଦକ ଦ୍ରବ୍ୟ କାରବାରଘଟଣାରେ ବର୍ଷକରେ ୫୮,୪୨୯ ଗିରଫ
ଭୁବନେଶ୍ୱର, 24 ଜୁନ୍ (ହି.ସ.)- ଓଡ଼ିଶାରେ ବେଆଇନ ମଦ ବିକ୍ରି ତଥା ନିଶା ଓ ବିଷାକ୍ତ ମାଦକ ଦ୍ରବ୍ୟ କାରବାର ବିରୋଧରେ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏ ନେଇ ୨୦୨୪-୨୫ ଆର୍ଥିକ ବର୍ଷରେ ୭୩,୭୭୪ଟି ମାମଲା ରୁଜୁ ହୋଇଥିଲାବେଳେ ୫୮,୪୨୯ ଜଣ
ବେଆଇନ ମଦ ବିକ୍ରି ତଥା ନିଶା ଓ ବିଷାକ୍ତ ମାଦକ ଦ୍ରବ୍ୟ କାରବାରଘଟଣାରେ ବର୍ଷକରେ ୫୮,୪୨୯ ଗିରଫ


ଭୁବନେଶ୍ୱର, 24 ଜୁନ୍ (ହି.ସ.)- ଓଡ଼ିଶାରେ ବେଆଇନ ମଦ ବିକ୍ରି ତଥା ନିଶା ଓ ବିଷାକ୍ତ ମାଦକ ଦ୍ରବ୍ୟ କାରବାର

ବିରୋଧରେ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏ ନେଇ

୨୦୨୪-୨୫ ଆର୍ଥିକ ବର୍ଷରେ ୭୩,୭୭୪ଟି ମାମଲା ରୁଜୁ ହୋଇଥିଲାବେଳେ ୫୮,୪୨୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଏହି ଅବଧି ମଧ୍ୟରେ ଅବକାରୀ ବିଭାଗ ପକ୍ଷରୁ ରାଜ}ରେ ପ୍ରାୟ ୨୮ ଲକ୍ଷ ବଲ୍କ ଲିଟର ବିଷାକ୍ତ ମଦ, ୩୪,୬୭୯ କିଲୋଗ୍ରାମ ଗଞ୍ଜେଇ, ୨୮,୫୭୫ ଗ୍ରାମ ବ୍ରାଉନସୁଗାର

ଏବଂ ୩,୯୭,୭୨୫ କିଲୋଗ୍ରାମ ମହୁଲ ଫୁଲ ଜବତ ହୋଇଛି। ଏହାସହ ରାଜ୍ୟର

ବିଭିନ୍ନ ଅଞ୍ଚଳରେ ୯,୪୧୮ ଏକର ଜମିରେ ୧ କୋଟି ୨୭ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande