ନବନିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ ସମାରୋହର ଉଦଘାଟନୀ କାର୍ଯ୍ୟକ୍ରମରେ ପକେଟ ବୁକ୍ ଫର ରୁରାଲ ରୋଡ ପୁସ୍ତକ ଉନ୍ମୋଚନ କଲେ ଆଇନମନ୍ତ୍ରୀ
ଭୁବନେଶ୍ୱର, 24 ଜୁନ୍ (ହି.ସ.)- ଆଜି କିଟ୍ ବିଶ୍ୱବିଦ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ନବନିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ ସମାରୋହ ୨୦୨୫ ର ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ୧୨୭ ପୃଷ୍ଠା ବିଶିଷ୍ଟ ପକେଟ ବୁକ୍ ଫର ରୁରାଲ ରୋଡ ପୁସ୍ତକକୁ ଉନ୍ମୋଚନ କରିଛନ
ନବନିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ ସମାରୋହର ଉଦଘାଟନୀ     କାର୍ଯ୍ୟକ୍ରମରେ ପକେଟ ବୁକ୍ ଫର ରୁରାଲ ରୋଡ ପୁସ୍ତକ ଉନ୍ମୋଚନ କଲେ ଆଇନମନ୍ତ୍ରୀ


ଭୁବନେଶ୍ୱର, 24 ଜୁନ୍ (ହି.ସ.)- ଆଜି କିଟ୍ ବିଶ୍ୱବିଦ୍ୟାଳୟର ସମ୍ମିଳନୀ

କକ୍ଷ ଠାରେ ନବନିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ ସମାରୋହ ୨୦୨୫ ର ଉଦଘାଟନୀ

କାର୍ଯ୍ୟକ୍ରମ ଅବସରରେ ୧୨୭ ପୃଷ୍ଠା ବିଶିଷ୍ଟ ପକେଟ ବୁକ୍ ଫର ରୁରାଲ ରୋଡ

ପୁସ୍ତକକୁ ଉନ୍ମୋଚନ କରିଛନ୍ତି

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଏହି ପୁସ୍ତକଟି ସମସ୍ତ କନିଷ୍ଠ ଯନ୍ତ୍ରୀ ମାନଙ୍କୁ ବିଶେଷ ଭାବେ ସହାୟକ ହେବ ବୋଲି ସେ ଦୃଢ଼

ଆଶା ଓ ବିଶ୍ବାସ କରିଛନ୍ତି।

ଏହି କାର୍ଯ୍ୟକ୍ରମ ଅବସରରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଅନୁ

ଗର୍ଗ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର

ସିଂ, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ

ଯାମିନୀ ଷଡଙ୍ଗୀଙ୍କ ସହ ବିଭାଗୀୟ ବରିଷ୍ଠ ଅଧିକାରୀ ଗଣ ଯୋଗଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande