ଜୟପୁରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆୟୋଜିତ ମକ୍ ପାର୍ଲାମେଂଟରେ ନିତ୍ୟାନନ୍ଦ ଗଣ୍ଡଙ୍କ ଯୋଗଦାନ
ଭୁବନେଶ୍ୱର, 24 ଜୁନ୍ (ହି.ସ.)- କୋରାପୁଟ ଜିଲ୍ଲା ଜୟପୁରରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଆୟୋଜିତ ହୋଇଥିବା '' ମକ ପାର୍ଲେମମେଂଟ'' ରେ ଉପସ୍ଥିତ ଯୋଗ ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଜରୁରୀକାଳର କଳା ଅଧ୍ୟାୟର 50 ବର୍ଷ ପୂର୍ତ୍ତି’ ପ୍ରସଙ୍ଗକୁ ନେ
ଜୟପୁରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆୟୋଜିତ ମକ୍     ପାର୍ଲାମେଂଟରେ ନିତ୍ୟାନନ୍ଦ ଗଣ୍ଡଙ୍କ ଯୋଗଦାନ


ଭୁବନେଶ୍ୱର, 24 ଜୁନ୍ (ହି.ସ.)- କୋରାପୁଟ ଜିଲ୍ଲା ଜୟପୁରରେ ଭାରତୀୟ ଜନତା ଯୁବ

ମୋର୍ଚ୍ଚା ପକ୍ଷରୁ ଆୟୋଜିତ ହୋଇଥିବା ' ମକ ପାର୍ଲେମମେଂଟ' ରେ ଉପସ୍ଥିତ ଯୋଗ ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ଜରୁରୀକାଳର କଳା ଅଧ୍ୟାୟର 50 ବର୍ଷ ପୂର୍ତ୍ତି’ ପ୍ରସଙ୍ଗକୁ ନେଇ ଏହି ମକ ପାର୍ଲାମେଂଟଚାଲିଥିଲା। ଯୁବ ଶକ୍ତି ମାନେ ମନ୍ତ୍ରୀ, ସାଂସଦ ଭାବରେ ନିଜର ପକ୍ଷ ରଖିଥିଲେ।

ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତାକାଲି ଅର୍ଥାତ୍

ଜୁନ୍ ୨୫ ରେ ୧୯୭୫ ମସିହାରେ ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ୫୦ ବର୍ଷ ହେବ।

ଏହି ସମୟରେ ଭାରତର ଗଣତନ୍ତ୍ରକୁ, ସମ୍ବିଧାନକୁ ହତ୍ୟା କରାଯାଇଥିଲା। ସମସ୍ତଙ୍କ ସ୍ଵାଧୀନତାକୁ ଛଡେଇ

ନିଆଯାଇଥିଲା। ଯାହା ସମସ୍ତେ ଜାଣିବା ଦରକାର ଏବଂ ଏହାର ତର୍ଜମା ହେବା ଦରକାର। ଯାହା ଆଜିର ଏହି ମକ୍

ପାର୍ଲାମେଂଟରେ ମଧ୍ୟ ଆଲୋଚନା ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande