ଭୁବନେଶ୍ୱର, 24 ଜୁନ୍ (ହି.ସ.)- ଦୀପାଳି ଦାସ ବିଜେପିକୁ ଆସିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛନ୍ତି
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ସେ କହିଛନ୍ତି ଯେ, ଦିପାଳୀ ଦାସ ବିଜେଡ଼ି ଛାଡି
ବିଜେପିକୁ ଆସିବେ ନା ନାହିଁ ମୁଁ କହିପାରିବି ନାହିଁ । ଏହା ତାଙ୍କର ବ୍ୟକ୍ତିଗତ ବ୍ୟାପାର, ସେ ନିଷ୍ପତ୍ତି ନେଇ ଜଣାଇବେ । ସୋସିଆଲ ମିଡିଆରେ କଣ ଭାଇରାଲହେଉଛି ମୁଁ ଦେଖିନାହିଁ ସେ ହିଁ କହିପାରିବେ ବୋଲି କହି
କଥାକୁ ଏଡାଇ ଯାଇଛନ୍ତି ଟଙ୍କଧର।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା