ମଣିଛକରେ ମଣିମନ୍ଦିରର ରତ୍ନମୁଦ ଉତ୍ସବ
କେନ୍ଦ୍ରାପଡ଼ା, ୨୫ ଜୁନ୍‌(ହି.ସ.) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ମଣିଛକଠାରେ ଶୁକ୍ରବାର ଶ୍ରୀଗୁଣ୍ଡିଚା ଅବସରରେ ମଣିମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ବାଲଗୋପାଲ ସଂଘର ବୈଠକ ଅନୁଷ୍ଠିତ ହୋଇଥିଲା । ତେଣୁ ଏହି ଅବସରରେ ଭକ୍ତମାନଙ୍କ ଅନୁରୋଧ କଲରାଯାଇଛି ଯେ ଏହି ପଂଚାୟତ
ମଣିଛକରେ ମଣିମନ୍ଦିରର ରତ୍ନମୁଦ ଉତ୍ସବ


କେନ୍ଦ୍ରାପଡ଼ା, ୨୫ ଜୁନ୍‌(ହି.ସ.) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ମଣିଛକଠାରେ ଶୁକ୍ରବାର ଶ୍ରୀଗୁଣ୍ଡିଚା ଅବସରରେ ମଣିମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ବାଲଗୋପାଲ ସଂଘର ବୈଠକ ଅନୁଷ୍ଠିତ ହୋଇଥିଲା । ତେଣୁ ଏହି ଅବସରରେ ଭକ୍ତମାନଙ୍କ ଅନୁରୋଧ କଲରାଯାଇଛି ଯେ ଏହି ପଂଚାୟତର ଯେଉଁ ଭକ୍ତମାନେ ସୁନା, ରୁପା, କଂସା, ପିତଳ, ତମ୍ବା, ମୁଦ୍ରା ଏବଂ ପଂଚଶସ୍ୟ ଇତ୍ୟାଦି ଦାନ କରିବାକୁ ଛାହୁଁଥିବେ ସେମାନେ ଉକ୍ତଦିନ ମନ୍ଦିର ପରିସରରେ ପ୍ରଦାନ କରିପାରିବେ ବୋଲି ବାଲଗୋପାଲ ସଂଘ ଆବାହକ ବାବାଜୀ ହୃଷିକେଷ ଦାସ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande