ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଭୁବନେଶ୍ୱର, 26 ଜୁନ୍ (ହି.ସ.)- କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶିଷ୍ଟ ସାହିତ୍ୟିକ ଓ ରାଷ୍ଟ୍ରଭକ୍ତ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଭାରତୀୟ ସାହିତ୍ୟ ଓ ସ୍ୱାଧୀନତା ଆନ୍ଦୋଳନରେ
ବଙ୍କିମ ଚନ୍ଦ୍ର     ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ କେନ୍ଦ୍ର     ଶିକ୍ଷାମନ୍ତ୍ରୀ


ଭୁବନେଶ୍ୱର, 26 ଜୁନ୍ (ହି.ସ.)- କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଶିଷ୍ଟ ସାହିତ୍ୟିକ ଓ ରାଷ୍ଟ୍ରଭକ୍ତ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀ ଅବସରରେ

ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଭାରତୀୟ ସାହିତ୍ୟ ଓ ସ୍ୱାଧୀନତା ଆନ୍ଦୋଳନରେ

ତାଙ୍କର କ୍ରାନ୍ତିକାରୀ ଅବଦାନକୁ ସ୍ମରଣ କରି ତାହାର ପ୍ରଶଂସା କରିଛନ୍ତି।

ସୋସିଆଲ୍ ମିଡ଼ିଆରେ ଏକ୍ସରେ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ଜଣେ ଦୂରଦର୍ଶୀ

ଓ ଅଗ୍ରଗାମୀ ବ୍ୟକ୍ତିତ୍ୱ ବୋଲି ବର୍ଣ୍ଣନା କରିଛନ୍ତି, ଯାହାଙ୍କର ଚିନ୍ତାଧାରା କେବଳ ବଙ୍ଗାଳୀ ସାହିତ୍ୟକୁ ନୂତନ ଦିଗ ଦେଇନାହିଁ, ବରଂ ସ୍ୱାଧୀନତା ସଂଗ୍ରାମ ସମୟରେ ଜାତୀୟ ଚେତନାକୁ ମଧ୍ୟ ସଚେତନ କରିଥିଲା।

ସେ ଲେଖିଛନ୍ତି, ତାଙ୍କର ସାହିତ୍ୟିକ ରଚନା ରାଷ୍ଟ୍ରବାଦକୁ ପ୍ରୋତ୍ସାହିତ କରିଥିଲା

ଏବଂ ନୈତିକତା, ସାଂସ୍କୃତିକ ମୂଳ ଏବଂ ଗୌରବ ଉପରେ ଆଧାରିତ ଏକ ସାଂସ୍କୃତିକ

ପୁନର୍ଜାଗରଣର ଭିତି ରଖିଥିଲା।

କେନ୍ଦ୍ରମନ୍ତ୍ରୀ କହିଛନ୍ତି

ଯେ, ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଅମର ଐତିହ୍ୟ ଆସନ୍ତା ପିଢ଼ିକୁ ସର୍ବଦା

ପ୍ରେରିତ କରୁଥିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande