ଭୁବନେଶ୍ୱର, 26 ଜୁନ୍ (ହି.ସ.)- ଭୁବନେଶ୍ୱର ମାଆ
ତାରିଣୀ ବସ୍ତ୍ରାଳୟରେ ଅଗ୍ନିକାଣ୍ଡ ଘଟଣା। ଅଗ୍ନିକାଣ୍ଡରୁ ଉଦ୍ଧାର ହୋଇଥିବା ଯୁବକଙ୍କ ମୃତ୍ୟୁ
ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ମୃତ ଘୋଷଣା କଲେ ଡକ୍ଟର। ମୃତ ଯୁବକ ପୁରୀ ଜିଲ୍ଲାର ରାକେଶ ସାହୁ। ଅଗ୍ନିଶମ
ବାହିନୀ ଉଦ୍ଧାର କରି ନେଇଥିଲେ ମେଡିକାଲ। ଗୋଦାମ ଘରେ ନଥିଲା ଫାୟାର ଫାଇଟିଂ ସିଷ୍ଟମ୍।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା