ଭୁବନେଶ୍ୱର, 27 ଜୁନ୍ (ହି.ସ.)
- ଜନଶତାଦ୍ଦି
ଏକ୍ସପ୍ରେସ ଉପରକୁ ପଥର ମାଡ଼ ହୋଇଛି । ଭୁବନେଶ୍ୱରରୁ ହାୱଡା ଅଭିମୁଖେ ଯାଉଥିଲା ଜନଶତାଦ୍ଦି
ଏକ୍ସପ୍ରେସ । ଏହି ସମୟରେ ଭଦ୍ରକ ଷ୍ଟେସନ ପୂର୍ବରୁ ପଥର ମାଡ଼ ହୋଇଥିବା ସୂଚନା ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
27 Jun 2025
ବିଶାଖାପାଟଣା/ଭୁବନେଶ୍ୱର, ୨୭ ଜୁନ୍ (ହି.ସ.) - ବିଶାଖାପାଟଣାର ଦଶପଲ୍ଲା ପାହାଡ଼ିରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଲନ କରାଯାଇଛି। ମନ୍ଦିର ପରିଚାଳନା କମିଟି ଉତ୍କଳ ସାଂସ୍କୃତିକ ସମାଜ ଦ୍ୱାରା ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ କେନ୍ଦ୍ର କରି ଭକ୍ତ ମାନଙ୍କ ..
ଗଞ୍ଜାମ, ୨୭ ଜୁନ୍ (ହି.ସ.)- ଗଞ୍ଜାମ ଜିଲାରେ ପ୍ରାୟ ସମସ୍ତେ ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁସାରେ ଉତ୍ସାହ ଉଦ୍ଦିପନା ଓ ଭକ୍ତିପୂର୍ଣ୍ଣ ଭାଵରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶେରଗଡ଼, ଧରାକୋଟ, ପିତଳ, ସନ୍ତୋଷପୁର, ଆସିକା, ଛତ୍ରପୁର, ଜରଡା, ସୁରିଙ୍ଗି, ହିଞ୍ଜିଳିକାଟୁ, କୁକୁଡାଖଣ..
ଧର୍ମଶାଳା, ୨୭ ଜୁନ୍ (ହି.ସ.)- ଆଜି ହେଉଛି ପବିତ୍ର ରଥଯାତ୍ରା । ପୁରଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର । ଏହି କ୍ରମରେ ଯାଜପୁର ଜିଲାର ବିଭିନ୍ନ ଅଂଚଳ ଉତ୍ସବ ମୁଖର ହୋଇ ଉଠିଛି । ଜିଲାର ବଡଚଣା,ଧର୍ମଶାଳା ଓ ରସୁଲପୁର ବ୍ଲକରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ବଡଚଣା ବ୍ଲକ ଛତିଆ,ଧର୍..
ଧର୍ମଶାଳା, ୨୭ ଜୁନ୍ (ହି.ସ.)– ଏବେ ରାଜ୍ୟରେ ମୌସୁମୀ ପ୍ରବାହ ସକ୍ରୀୟ ରହିଛି । ଫଳରେ ମଝିରେ ମଝିରେ ବର୍ଷା ଲାଗି ରହୁଛି । ଏହି ବର୍ଷା ହେବା ଫଳରେ ଜନସାଧାରଣ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ଥି ମିଳିଛି । ଅନ୍ୟପକ୍ଷରେ ଏହି ବର୍ଷା ହେବା ଫଳରେ ଗ୍ରାମାଚଂଳର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha