ଭୁବନେଶ୍ୱର, 27 ଜୁନ୍ (ହି.ସ.)- ଘସିପୁରାରେ
ଅଭାବନୀୟ ଘଟଣା । ଘଷିପୁରା ଥାନା ପଞ୍ଚୁଗୋଛିଆରେ ସ୍କୁଲ ଘରୁ ଆଜବେଷ୍ଟସ ଖୋଲୁଥିବା ବେଳେ ତଳକୁ
ଖସିପଡ଼ି ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପଞ୍ଚୁଗୋଛିଆ ଗ୍ରାମର ସୁରେନ୍ଦ୍ର ନାଏକ ।
ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା