ଭୁବନେଶ୍ୱର, 27 ଜୁନ୍ (ହି.ସ.)- ରଥଯାତ୍ରା
ଉପଲକ୍ଷେ ଭିଏଚପି ପକ୍ଷରୁ ଆୟୋଜିତ ଅନ୍ନଦାନ ବ୍ୟବସ୍ଥା କରାଯାଇଛି । ଏହି ସେବାରେ ସାମିଲ ହୋଇଛନ୍ତି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ
କହିଛନ୍ତି ଯେ, ରଥଯାତ୍ରା ଉପଲକ୍ଷେ ବିଶ୍ୱ ହିନ୍ଦୁ ପରିଷଦ ସେବା ବିଭାଗ ତରଫରୁ ଆୟୋଜିତ
ଅନ୍ନଦାନ ସେବାରେ ସାମିଲ ହେବା ମୋର ସୌଭାଗ୍ୟ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା