ୱାର୍ଲ୍ଡ ରାଙ୍କିରେ ଶୀର୍ଷ ସ୍ଥାନ ହାସଲ କଲେ ନୀରଜ ଚୋପ୍ରା
ନୂଆଦିଲ୍ଲୀ, 28 ଜୁନ୍ (ହି.ସ.)- ଭାରତର ଷ୍ଟାର୍ ଜାଭେଲିନ୍ ଥ୍ରୋଅର୍ ଆଥଲେଟ୍ ନୀରଜ୍ ଚୋପ୍ରା ପୁଣିଥରେ ବିଶ୍ୱ ରାଙ୍କିଂରେ ନମ୍ବର୍-୧ ସ୍ଥାନ ଅଧିକାର କରିଛନ୍ତି। ଏହି ସପ୍ତାହରେ ୱାର୍ଲ୍ଡ ଆଥଲେଟିକ୍ସ ଔପଚାରିକ ୱେବସାଇଟ୍‌ରେ ପ୍ରକାଶିତ ସଦ୍ୟ ରାଙ୍କିଂ ଅନୁସାରେ, ନୀରଜ୍ ଗ
ୱାର୍ଲ୍ଡ ରାଙ୍କିରେ ଶୀର୍ଷ     ସ୍ଥାନ ହାସଲ କଲେ ନୀରଜ ଚୋପ୍ରା


ନୂଆଦିଲ୍ଲୀ, 28 ଜୁନ୍ (ହି.ସ.)- ଭାରତର

ଷ୍ଟାର୍ ଜାଭେଲିନ୍ ଥ୍ରୋଅର୍ ଆଥଲେଟ୍ ନୀରଜ୍ ଚୋପ୍ରା ପୁଣିଥରେ ବିଶ୍ୱ ରାଙ୍କିଂରେ ନମ୍ବର୍-୧

ସ୍ଥାନ ଅଧିକାର କରିଛନ୍ତି। ଏହି ସପ୍ତାହରେ ୱାର୍ଲ୍ଡ ଆଥଲେଟିକ୍ସ ଔପଚାରିକ ୱେବସାଇଟ୍‌ରେ

ପ୍ରକାଶିତ ସଦ୍ୟ ରାଙ୍କିଂ ଅନୁସାରେ, ନୀରଜ୍ ଗ୍ରେନେଡାର ଆଣ୍ଡରସନ୍ ପିଟର୍ସଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ

ହାସଲ କରିଛନ୍ତି ।

ଗତ ବର୍ଷ ୧୭

ସେପ୍ଟେମ୍ବରରେ ବ୍ରୁସେଲ୍‌ସ୍‌ରେ ହୋଇଥିବା ଡାଇମଣ୍ଡ ଲିଗ୍ ଫାଇନାଲ୍ ଜିତିବା ପରେ ଆଣ୍ଡରସନ୍

ପିଟର୍ସ ନୀରଜ୍‌ଙ୍କୁ ଟପି ନମ୍ବର୍-୧ ସ୍ଥାନ ଅଧିକାର କରିଥିଲେ। କିନ୍ତୁ ଲଗାତାର ଶ୍ରେଷ୍ଠ

ପ୍ରଦର୍ଶନ ଜାରି ରଖି ନୀରଜ୍ ପୁଣି ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande