ଭୁବନେଶ୍ୱର, 3 ଜୁନ୍ (ହି.ସ.)- ରାଜଧାନୀରୁ
ନିଖୋଜ ଜଣେ ନାବାଳକ ଓ ନାବାଳିକାକୁ ଉଦ୍ଧାର କଲା କମିଶନରେଟ ପୋଲିସ । ମଞ୍ଚେଶ୍ୱର ଥାନା
ଅନ୍ତର୍ଗତ ସେମେଇଗଡିଆ ଅଞ୍ଚଳରୁ ନିଖୋଜ ନାବାଳିକାକୁ ପଟିଆ ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଛି ।
ପଥରବନ୍ଧ ବସ୍ତିରୁ ନିଖୋଜ ନାବାଳକକୁ ପୁରୀ କେନାଲ ରୋଡରୁ
ଉଦ୍ଧାର କରିଛି କମିସନରେଟ ପୋଲିସ । ଉଦ୍ଧାର
ନାବାଳକ ନାବାଳିକାକୁ ସେମାନଙ୍କ ପରିବା ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା