୨୦ ଲକ୍ଷର କାମକୁ ୫୦ ଲକ୍ଷରେ ଟେଣ୍ଡର , ରାଉରକେଲା ଏୟାରପୋର୍ଟ ପାଚେରୀ ମରାମତି କାମ
୨୦ ଲକ୍ଷର କାମକୁ ୫୦ ଲକ୍ଷରେ ଟେଣ୍ଡର , ରାଉରକେଲା ଏୟାରପୋର୍ଟ ପାଚେରୀ ମରାମତି କାମ
୨୦ ଲକ୍ଷର କାମକୁ ୫୦ ଲକ୍ଷରେ ଟେଣ୍ଡର , ରାଉରକେଲା ଏୟାରପୋର୍ଟ ପାଚେରୀ ମରାମତି କାମ


ରାଉରକେଲା, 9 ଜୁନ୍ (ହି.ସ.)ରାଉରକେଲା

ସହରରେ ନୁଆ କରି ହୋଇଥିବା ଏୟାରପୋର୍ଟର ପ୍ରାୟ ୨୦୦ମିଟର ପାଚେରୀ ନିକଟରେ ଭାଂଗିଜିବାରୁ ସୁରକ୍ଷା ଦୃଷ୍ଟି କୋଣରୁ ଏହାର ମରାମତି ତୁରନ୍ତ ଆବଶ୍ୟକ ଥିଲା ।ତେବେ ଏୟାରପୋର୍ଟ ଅଫ ଇଣ୍ଡିଆ ସଂସ୍ଥା

ଏହି ମରାମତି କାମକୁ କରିବାକୁ ଟେଣ୍ଡର କରିଛନ୍ତି ଓ ଏହାକୁ ଝାରସୁଗୁଡାର

ଜଣେ ଠିକାଦାର ପାଇଛନ୍ତି ।ତେବେ ଆରଏସପି ଏହାର ମରାମତି ଓ ରକ୍ଷଣା ବେକ୍ଷଣ

ଲାଗି ବର୍ଷକୁ ୯ କୋଟି ଟଙ୍କା

ଏୟାରପୋର୍ଟ ଅଫ ଇଣ୍ଡିଆକୁ ଦେଉଥିବା

ଖବର ମିଳିଛି । ତେବେ ଆରଏସପିର

ନିଜ ଅଂଚଳରେ ହେଉଥିବା ମରାମତି କାମ ହିସାବକୁ ଦେଖାଗଲେ ଦୁଇଟି କଂକ୍ରୀଟ ପିଲର ସହ ୧ମିଟର କଂକ୍ରୀଟ

ପିଲାର ୧୦ ଇଂଚ ମୋଟେଇ

ଓ ସାଢେସାତଫୁଟ ଉଚତା ଇଟା ପିଲର ଲାଗି ଆରଏସପିର ରେଟ ରହିଛି୧୦ହଜାର

ଟଙ୍କା, ଏହି ହିସାବରେ ୨୦୦ ମିଟର ପାଚେରୀ ଲାଗି ୨୦ ଟଙ୍କା ଖର୍ଚ୍ଚ

ହେବା କଥା କିନ୍ତୁ ଏହି କାମକୁ ଏୟାରପୋର୍ଟ ଅଫ ଇଣ୍ଡିଆ ୫୦

ଟଙ୍କାରେ ଠିକା ଦେଇଛି ।ଏବେ ପ୍ରଶ୍ନ ଉଠୁଛି ବାକି ୩୦ ଲଙ୍କ ଜିବ

କୁଆଡେ ?ମୋଦୀ ଜୀ ଦେଇଥିବା ଡାକରା

ସ୍ୱଛତା କୁ ନେଇ ବାବୁ

ମାନେ ଯଦି ଏହିଭଳି ସ୍ୱଛତା ର କାମ କରନ୍ତି

ତେବେ ଦେଶ ର ଗତି କୁଆଡେ

ଜିବ ତାହା ଏବେ ଚିନ୍ତାର କାରଣ ହେଲାଣି ।

---------------

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande