କେନ୍ଦ୍ରାପଡାରେ ପରାକ୍ରମ ଶୋଭାଯାତ୍ରାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 9 ଜୁନ୍ (ହି.ସ.)- ସେନାର ଅସୀମ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ କେନ୍ଦ୍ରାପଡ଼ାରେ ଆୟୋଜିତ ହୋଇଛି ପରାକ୍ରମ ଶୋଭାଯାତ୍ରା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୋଭାଯାତ୍ରାରେ ଯୋଗ ଦେବା ସହ ଦେଶର ସୁରକ୍ଷା ପାଇଁ ନିଜ ନାଗରିକ ଦାୟିତ୍ୱ
କେନ୍ଦ୍ରାପଡାରେ ପରାକ୍ରମ     ଶୋଭାଯାତ୍ରାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 9 ଜୁନ୍ (ହି.ସ.)- ସେନାର ଅସୀମ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ

କେନ୍ଦ୍ରାପଡ଼ାରେ ଆୟୋଜିତ ହୋଇଛି ପରାକ୍ରମ ଶୋଭାଯାତ୍ରା। ଏହି ଅବସରରେ ମୁଖ୍ୟମନ୍ତ୍ରୀ

ଶ୍ରୀ ମୋହନ ଚରଣ ମାଝୀ ଶୋଭାଯାତ୍ରାରେ ଯୋଗ

ଦେବା ସହ ଦେଶର ସୁରକ୍ଷା ପାଇଁ ନିଜ ନାଗରିକ ଦାୟିତ୍ୱ ଏବଂ ମୂଲ୍ୟବୋଧ ସମ୍ପର୍କରେ ଉଲ୍ଲେଖ

କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande