ବିଜେପି ସରକାର ବର୍ଷ ପୂର୍ତ୍ତି ପାଳନ ବିଜେପି ବିଧାୟକ ମାନଙ୍କ ବୈଠକ
ଭୁବନେଶ୍ୱର, 9 ଜୁନ୍ (ହି.ସ.) - ବିଜେପି ସରକାର ବର୍ଷ ପୂର୍ତ୍ତି ପାଳନ ନେଇ ଦଳୀୟ କାର୍ଯ୍ୟାଳୟରେ ବସିଲା ବିଜେପି ବିଧାୟକ ମାନଙ୍କ ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲ ଅଧ୍ୟକ୍ଷତାରେ ବୈଠକ ବସିଛି ।ବର୍ଷ ଏକ ଉପଲବ୍ଧି ଅନେକ କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ପାଳନ କରିବ ବିଜେପି
ବିଜେପି ସରକାର ବର୍ଷ     ପୂର୍ତ୍ତି ପାଳନ ବିଜେପି ବିଧାୟକ ମାନଙ୍କ ବୈଠକ


ଭୁବନେଶ୍ୱର, 9 ଜୁନ୍ (ହି.ସ.)

- ବିଜେପି

ସରକାର ବର୍ଷ ପୂର୍ତ୍ତି ପାଳନ ନେଇ ଦଳୀୟ କାର୍ଯ୍ୟାଳୟରେ ବସିଲା ବିଜେପି ବିଧାୟକ ମାନଙ୍କ ବୈଠକ

। ରାଜ୍ୟ ସଭାପତି ମନମୋହନ ସାମଲ ଅଧ୍ୟକ୍ଷତାରେ ବୈଠକ ବସିଛି ।ବର୍ଷ ଏକ ଉପଲବ୍ଧି ଅନେକ କାର୍ଯ୍ୟକ୍ରମ

ରାଜ୍ୟବ୍ୟାପୀ ପାଳନ କରିବ ବିଜେପି । ୧୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ବିଜେପି । ବର୍ଷେ ଭିତରେ ସରକାରଙ୍କ

ସଫଳତାକୁ ଘରେ ଘରେ ପହଞ୍ଚାଇବାକୁ ବୈଠକରେ ନିଷ୍ପତି ହୋଇଛି । ଏହାସହ ଆଗାମୀ ଯୋଜନା ସମ୍ପର୍କରେ

ଆଲୋଚନା ହୋଇଛି । ଗତକାଲି ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀ,ବିଧାୟକ ଓ ସାଂସଦ

ମାନଙ୍କର ବୈଠକ ନେଇଥିଲେ । ଏକ ବର୍ଷ ପୂର୍ତ୍ତି ପାଳନ ନେଇ ଆଲୋଚନା ହୋଇଥିଲା ଏବଂ ସରକାରଙ୍କ

ବିକାଶ ମୂଳକ କାର୍ଯ୍ୟକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ

ମୁଖ୍ୟମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande