ଓଡିଶାର ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମ ଗାଁକୁ କରାଯିବ ବିକଶିତ
ଭୁବନେଶ୍ୱର, 9 ଜୁନ୍ (ହି.ସ.) - ଓଡିଶାର ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମ ଗାଁକୁ କରାଯିବ ବିକଶିତ । ପଞ୍ଚାୟତି ରାଜ ବିଭାଗ ଏହି କାମ କରିବ । ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାରେ 100 ରୁ 150 ଗ୍ରାମକୁ ବିକଶିତ କରାଯିବ । ରାଜ୍ୟରେ ମହାପୁରୁଷଙ୍କ ଜନ୍ମିତ ଗାଁ ଓ ପଂଚାୟତ
ଓଡିଶାର ସ୍ୱାଧୀନତା     ସଂଗ୍ରାମୀଙ୍କ ଜନ୍ମ ଗାଁକୁ କରାଯିବ ବିକଶିତ


ଭୁବନେଶ୍ୱର, 9 ଜୁନ୍ (ହି.ସ.)

- ଓଡିଶାର

ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମ ଗାଁକୁ କରାଯିବ ବିକଶିତ । ପଞ୍ଚାୟତି ରାଜ ବିଭାଗ ଏହି କାମ

କରିବ । ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାରେ 100 ରୁ 150 ଗ୍ରାମକୁ ବିକଶିତ କରାଯିବ । ରାଜ୍ୟରେ ମହାପୁରୁଷଙ୍କ ଜନ୍ମିତ ଗାଁ ଓ

ପଂଚାୟତ ଏବେ ଵି ଅବହେଳିତ । ରାସ୍ତା ଠୁ ନେଇ ଲୋକଙ୍କୁ ରୋଜଗାର ପର୍ଯ୍ୟନ୍ତ ବ୍ୟବସ୍ଥା କରାଯିବ ବୋଲି

ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande