ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ
ଭୁବନେଶ୍ୱର, 9 ଜୁନ୍ (ହି.ସ.)- ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ରଥଯାତ୍ରା ପାଇଁ 300 ଡାକ୍ତର ନିୟୋଜିତ ହେବେ । ଅସ୍ଥାୟୀ ବର୍ଣ୍ଣ ୟୁନିଟ୍, ଆଇସିୟୁ ହୋଇଛି । କୋଭିଡ ପାଇଁ ଆଡଭାଇଜରୀ ମାନନ୍ତୁ । ଅସୁସ
ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ     ବିଭାଗ ପ୍ରସ୍ତୁତ


ଭୁବନେଶ୍ୱର, 9 ଜୁନ୍ (ହି.ସ.)- ରଥଯାତ୍ରା

ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ଦେଇଛନ୍ତି । ରଥଯାତ୍ରା ପାଇଁ 300 ଡାକ୍ତର ନିୟୋଜିତ ହେବେ । ଅସ୍ଥାୟୀ ବର୍ଣ୍ଣ ୟୁନିଟ୍, ଆଇସିୟୁ ହୋଇଛି । କୋଭିଡ ପାଇଁ ଆଡଭାଇଜରୀ ମାନନ୍ତୁ । ଅସୁସ୍ଥ ଥିଲେ

ଭିଡ଼କୁ ଆସନ୍ତୁ ନାହିଁ, ମାସ୍କ ବ୍ୟବହାର କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande