ଡାକ୍ତର ଦିବସରେ ଶୁଭକାମନା ଜଣାଇଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 01 ଜୁଲାଇ(ହି.ସ.) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଡାକ୍ତର ଦିବସରେ ଶୁଭକାମନା ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ସେବା, ତ୍ୟାଗ ଏବଂ ସମର୍ପଣର ପ୍ରତୀକ ସମସ୍ତ ଡାକ୍ତର ବନ୍ଧୁ ମାନଙ୍କୁ ''ଜାତୀୟ ଡାକ୍ତର ଦିବସ'' ର ଶୁଭକାମନା ଜ
ଡାକ୍ତର ଦିବସରେ ଶୁଭକାମନା ଜଣାଇଲେ ସ୍ୱାସ୍ଥ୍ୟ ମନ୍ତ୍ରୀ     ଡ. ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 01 ଜୁଲାଇ(ହି.ସ.) ସ୍ୱାସ୍ଥ୍ୟ ଓ ପରିବାର

କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଡାକ୍ତର ଦିବସରେ ଶୁଭକାମନା ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ସେବା, ତ୍ୟାଗ ଏବଂ ସମର୍ପଣର ପ୍ରତୀକ ସମସ୍ତ ଡାକ୍ତର ବନ୍ଧୁ ମାନଙ୍କୁ 'ଜାତୀୟ ଡାକ୍ତର ଦିବସ' ର ଶୁଭକାମନା ଜଣାଉଛି। ମହାନ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କୁ

ସମ୍ମାନ ଜଣାଇ ଦେଶରେ ପ୍ରତିବର୍ଷ ଆଜିର ଦିନକୁ 'ଡାକ୍ତର ଦିବସ' ଭାବେ ପାଳନ କରାଯାଉଛି।

ନିଃସ୍ୱାର୍ଥପର ଭାବେ

ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ସୁସ୍ଥ ଭାରତ ଗଠନରେ ଆପଣମାନଙ୍କ ବହୁମୂଲ୍ୟ ଯୋଗଦାନ ପାଇଁ

ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ଆପଣଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ଆମେ ସମସ୍ତେ

ପ୍ରତିବଦ୍ଧ।

---------------

ହିନ୍ଦୁସ୍ଥାନ ସମାଚାର / ଅନିଲ


 rajesh pande