ଭୁବନେଶ୍ୱର, 1 ଜୁଲାଇ (ହି.ସ.)
-ଆଜି ହେଉଛି
ପବିତ୍ର ହେରାପଂଚମୀ । ଏହି ଅବସରରେ ରାଜ୍ୟବାସୀଙ୍କୁ ହେରାପଂଚମୀର ଶୁଭେଚ୍ଛା ଜଣାଇଛନ୍ତି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ
କହିଛନ୍ତି ଯେ, ପବିତ୍ର 'ହେରାପଞ୍ଚମୀ'ର ଅଭିନନ୍ଦନ । ଜୟ
ଜଗନ୍ନାଥ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା