ଗୁରୁ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 10 ଜୁଲାଇ (ହି.ସ.)- ପବିତ୍ର ଗୁରୁ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବୋ ମହେଶ୍ଵର, ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ
ଗୁରୁ ପୂର୍ଣ୍ଣିମାର     ଶୁଭେଚ୍ଛା ଜଣାଇଲେ ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 10 ଜୁଲାଇ (ହି.ସ.)- ପବିତ୍ର ଗୁରୁ

ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ

ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବୋ ମହେଶ୍ଵର,

ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ

ନମଃ।

ସ୍ୱାସ୍ଥ୍ୟମନ୍ତ୍ରୀ

କହିଛନ୍ତି ଯେ, ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ

ଶୁଭେଚ୍ଛା। ଗୁରୁ ହେଉଛନ୍ତି ଆମ ଜୀବନର ପଥପ୍ରଦର୍ଶକ, ଆଦର୍ଶ ଓ ଅନୁପ୍ରେରଣା। ଅଜ୍ଞାନ ରୂପକ ଅନ୍ଧକାରରୁ ନିଜ ଜ୍ଞାନର

ଦିବ୍ୟ ଆଲୋକ ଦ୍ଵାରା ଆମ ଜୀବନକୁ ଆଲୋକିତ କରାଇଥିବା ସମସ୍ତ ଗୁରୁଙ୍କୁ ମୋର ପ୍ରଣାମ ଜଣାଉଛି।

ଏକ ସୁସ୍ଥ ସମାଜ ଗଠନରେ ଆପଣ ସମସ୍ତଙ୍କ ତ୍ୟାଗ, ପରିଶ୍ରମ ଓ ଅବଦାନ ସଦା ସ୍ମରଣୀୟ ଓ ବନ୍ଦନୀୟ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande