ଭୁବନେଶ୍ୱର, 10 ଜୁଲାଇ (ହି.ସ.)
- ଗୁରୁ
ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ
ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଅଜ୍ଞାନ ରୂପକ ଅନ୍ଧକାର ହଟାଇ ଜ୍ଞାନର ଆଲୋକରେ
ଆଲୋକିତ କରିଥାନ୍ତି ଗୁରୁ। ଗୁରୁମାନଙ୍କୁ ଉତ୍ସର୍ଗୀକୃତ ପବିତ୍ର ବ୍ୟାସ ପୂର୍ଣ୍ଣିମା ତଥା ଗୁରୁ
ପୂର୍ଣ୍ଣିମା ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା