ଧରଣୀଧର ବିଶ୍ୱବିଦ୍ୟାଳୟର ଏକାଡେମିକ ସିଣ୍ଡିକେଟ ସଦସ୍ୟ ମନୋନୀତ
କେନ୍ଦୁଝର, ୧୨ ଜୁଲାଇ (ହି.ସ.) - ଧରଣୀଧର ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ୬ ସଦସ୍ୟଙ୍କ ଘୋଷଣା କରିଛନ୍ତି। ଏହି ୬ ଜଣ ମଧ୍ୟରେ ତିନି ଜଣ ଉଦ୍ୟୋଗ ଓ ତିନି ଜଣ ଅନୁସନ୍ଧାନ କ୍ଷେତ୍ରରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମନୋନୀତ କରାଯାଇଛି। ସେମାନେ ହେଲେ ଇଂ. ସୁରେଶ ଚନ୍ଦ୍ର ଖାଟୋଇ, ଶୁଭାଶିଷ କର, ଡ ଶୁଭା
ଧରଣୀଧର ବିଶ୍ୱବିଦ୍ୟାଳୟର ଏକାଡେମିକ ସିଣ୍ଡିକେଟ ସଦସ୍ୟ ମନୋନୀତ


କେନ୍ଦୁଝର, ୧୨ ଜୁଲାଇ (ହି.ସ.) - ଧରଣୀଧର ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ୬ ସଦସ୍ୟଙ୍କ ଘୋଷଣା କରିଛନ୍ତି। ଏହି ୬ ଜଣ ମଧ୍ୟରେ ତିନି ଜଣ ଉଦ୍ୟୋଗ ଓ ତିନି ଜଣ ଅନୁସନ୍ଧାନ କ୍ଷେତ୍ରରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମନୋନୀତ କରାଯାଇଛି। ସେମାନେ ହେଲେ ଇଂ. ସୁରେଶ ଚନ୍ଦ୍ର ଖାଟୋଇ, ଶୁଭାଶିଷ କର, ଡ ଶୁଭାଶିଷ ଦାସ, ପ୍ରଫେସର ମନୋରଂଜନ ମିଶ୍ର, ଡ ରାମାନୁଜ ନାରାୟଣ ଓ ପ୍ରଫେସର ପ୍ରଦୀପ୍ତ ମହାପାତ୍ର। ଏହାଦ୍ୱାରା ବିଶ୍ୱବିଦ୍ୟାଳୟର ଅଧ୍ୟୟନ କ୍ଷେତ୍ରରେ ଅଧିକ ଅଗ୍ରଗତି ହେବ ବୋଲି ଆଶା କରାଯାଉଛି।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande