ବୋଲବମ ଯାତ୍ରୀଙ୍କୁ ଧକ୍କା ଦେଲା ଧମକଳ ବାହିନୀ ଗାଡି
ଜୟପୁର,୧୩ ଜୁଲାଇ (ହି.ସ.) - ଦମକଳ ଗାଡ଼ି ଧକ୍କାରେ ଜଣେ ବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗୁପ୍ତେଶ୍ୱର ରାସ୍ତାର ଡୋକରିଘାଟି ପରେ ଏହି ଅଘଟଣ ଘଟିଛି। ୨ ଜଣ ବାଳକ ଆହାତ ହେଇଛନ୍ତି। ମୃତ ବାଳକ ନିକଟସ୍ଥ ଗ୍ରାମରୁ କାଉଡ଼ିଆଙ୍କୁ ବେଲପତ୍ର ବିକ୍ରି କରିବାକୁ ଆସିଥିବା ଘଟଣା ସ୍ଥଳରୁ ସୂଚନା ମିଳିଛି।
ବୋଲବମ ଯାତ୍ରୀଙ୍କୁ ଧକ୍କା ଦେଲା ଧମକଳ ବାହିନୀ ଗାଡି


ଜୟପୁର,୧୩ ଜୁଲାଇ (ହି.ସ.) - ଦମକଳ ଗାଡ଼ି ଧକ୍କାରେ ଜଣେ ବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗୁପ୍ତେଶ୍ୱର ରାସ୍ତାର ଡୋକରିଘାଟି ପରେ ଏହି ଅଘଟଣ ଘଟିଛି। ୨ ଜଣ ବାଳକ ଆହାତ ହେଇଛନ୍ତି। ମୃତ ବାଳକ ନିକଟସ୍ଥ ଗ୍ରାମରୁ କାଉଡ଼ିଆଙ୍କୁ ବେଲପତ୍ର ବିକ୍ରି କରିବାକୁ ଆସିଥିବା ଘଟଣା ସ୍ଥଳରୁ ସୂଚନା ମିଳିଛି। ବୈପାରିଗୁଡା ପୋଲିସ କିମ୍ବା ଅଗ୍ନିଶମ ବିଭାଗର କୌଣସି ପ୍ରତିକ୍ରିୟା ମିଳପାରିନାହିଁ।

ଗୁପ୍ତେଶ୍ୱର ସୁକନାଳ ଘାଟିରେ ଅଘଟନ,ବୋଲବମ ଯାତ୍ରୀଙ୍କୁ ଧକ୍କା ଦେଲା ଧମକଳ ବାହିନୀ ଗାଡି, ଜଣେ ନାବାଳକ ମୃତ, ଦୁଇ ଗୁରୁତର,ମୃତକ କନ୍ଦଗୁଡା ର ସାତ ବର୍ଷୀୟ ପର୍ଶୁରାମ ଦୁରିଆ ବୋଲି ଜଣାଯାଇଛି ଗୁପ୍ତେଶ୍ୱର ସୁକନାଳ ଘାଟିରେ ଅଘଟନ,ବୋଲବମ ଯାତ୍ରୀଙ୍କୁ ଧକ୍କା ଦେଲା ଧମକଳ ବାହିନୀ ଗାଡି, ଜଣେ ନାବାଳକ ମୃତ, ଦୁଇ ଗୁରୁତର,ମୃତକ କନ୍ଦଗୁଡା ର ସାତ ବର୍ଷୀୟ ପର୍ଶୁରାମ ଦୁରିଆ ଗୁପ୍ତେଶ୍ୱର ସୁକନାଳ ଘାଟିରେ ଅଘଟନ,ବୋଲବମ ଯାତ୍ରୀଙ୍କୁ ଧକ୍କା ଦେଲା ଧମକଳ ବାହିନୀ ଗାଡି, ଜଣେ ନାବାଳକ ମୃତ, ଦୁଇ ଗୁରୁତର,ମୃତକ କନ୍ଦଗୁଡା ର ସାତ ବର୍ଷୀୟ ପର୍ଶୁରାମ ଦୁରିଆ । ଘଟଣା ସ୍ଥଳରେ ପୋଲିସ ତଦନ୍ତ କରୁଥିବା ଜଣାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande