ଜିଲ୍ଲା ଶିକ୍ଷକ ସଙ୍ଘ ସଭାପତିଙ୍କୁ ସମ୍ବର୍ଦ୍ଧନା ଦେବ କୁଡୁମି ସେନା
କେନ୍ଦୁଝର, ୧୨ ଜୁଲାଇ (ହି.ସ.) - ଆସନ୍ତା କାଲି ଓଡିଶା କୁଡ଼ିମୀ ସେନା ପକ୍ଷରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସ୍ଥାନୀୟ ଭଅଁରପୁର ଠାରେ ହେବାକୁ ଥିବା କାର୍ଯ୍ୟକ୍ରମ ରେ କେନ୍ଦୁଝର ଜିଲ୍ଲା ଶିକ୍ଷକ ସଙ୍ଘ ସଭାପତି ଭାବେ ନିର୍ବାଚିତ ହୋଇଥିବା ମନ୍ମଥ ନାଥ ମହାନ୍ତଙ୍କୁ ସମ୍ବର୍ଦ୍ଧ
ଜିଲ୍ଲା ଶିକ୍ଷକ ସଙ୍ଘ ସଭାପତିଙ୍କୁ ସମ୍ବର୍ଦ୍ଧନା ଦେବ କୁଡୁମି ସେନା


କେନ୍ଦୁଝର, ୧୨ ଜୁଲାଇ (ହି.ସ.) - ଆସନ୍ତା କାଲି ଓଡିଶା କୁଡ଼ିମୀ ସେନା ପକ୍ଷରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସ୍ଥାନୀୟ ଭଅଁରପୁର ଠାରେ ହେବାକୁ ଥିବା କାର୍ଯ୍ୟକ୍ରମ ରେ କେନ୍ଦୁଝର ଜିଲ୍ଲା ଶିକ୍ଷକ ସଙ୍ଘ ସଭାପତି ଭାବେ ନିର୍ବାଚିତ ହୋଇଥିବା ମନ୍ମଥ ନାଥ ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯିବ। ଜିଲ୍ଲାରେ ଏଭଳି ସମ୍ମାନଜନକ ପଦପୀରେ କୁଡ଼ୁମି ଜଣେ ଅଧିଷ୍ଠିତ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା କରାଯିବାକୁ ଥିବା ବେଳେ ଏଥିରେ ବହୁ ରାଜ୍ୟ ସ୍ତରୀୟ ନେତା ଉପସ୍ଥିତ ରହିବେ ବୋଲି ସେନା ପକ୍ଷରୁ ସୁଚନା ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande