ଡ୍ରାଇଭରଙ୍କ ଆନ୍ଦୋଳନକୁ ସମର୍ଥନ ଦେବ କଂଗ୍ରେସ - ପିସିସି ସଭାପତି
ଭୁବନେଶ୍ୱର,୧୨ ଜୁଲାଇ (ହି.ସ.) - ଡ଼୍ରାଇଭର ସଂଘ ଆନ୍ଦୋଳନ ପ୍ରସଙ୍ଗ ପିସିସି ସଭାପତି ଭକ୍ତ ଚରଣ ଦାସ ସାମ୍ବାଦିକ ସମ୍ମିଳନୀ ରେ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଡ଼୍ରାଇଭର ସଂଘର ସହଯୋଗ ଯୋଗୁଁ କଂଗ୍ରେସ ସମ୍ବିଧାନ ବଂଚାଅ ଆନ୍ଦୋଳନ ସଫଳ ହେଲା। ୧୦ ଲକ୍ଷ ଡ୍ରାଇଭର ହେଲେ ନୀତି ନିୟମ କିଛି ନାହିଁ। ରାହୁ
ଡ୍ରାଇଭରଙ୍କ ଆନ୍ଦୋଳନକୁ ସମର୍ଥନ ଦେବ କଂଗ୍ରେସ - ପିସିସି ସଭାପତି


ଭୁବନେଶ୍ୱର,୧୨ ଜୁଲାଇ (ହି.ସ.) - ଡ଼୍ରାଇଭର ସଂଘ ଆନ୍ଦୋଳନ ପ୍ରସଙ୍ଗ ପିସିସି ସଭାପତି ଭକ୍ତ ଚରଣ ଦାସ ସାମ୍ବାଦିକ ସମ୍ମିଳନୀ ରେ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଡ଼୍ରାଇଭର ସଂଘର ସହଯୋଗ ଯୋଗୁଁ କଂଗ୍ରେସ ସମ୍ବିଧାନ ବଂଚାଅ ଆନ୍ଦୋଳନ ସଫଳ ହେଲା।

୧୦ ଲକ୍ଷ ଡ୍ରାଇଭର ହେଲେ ନୀତି ନିୟମ କିଛି ନାହିଁ। ରାହୁଲ ଗାନ୍ଧୀ ତାଙ୍କ ପାଇଁ ସ୍ୱର ଉଠାଇଲେ। ବିଜେପି ସରକାର ଚାହୁଁଥିଲା କଂଗ୍ରେସର ସମ୍ବିଧାନ ବଂଚାଅ ଆନ୍ଦୋଳନ ବିଫଳ ହେଉ। ଡ଼୍ରାଇଭର ସଂଘର ସହଯୋଗ ଯୋଗୁଁ କଂଗ୍ରେସ ସମ୍ବିଧାନ ବଂଚାଅ ଆନ୍ଦୋଳନ ସଫଳ ହେଲା। ଡ଼୍ରାଇଭର ଆନ୍ଦୋଳନକୁ କଂଗ୍ରେସ ସବୁ ଜାଗାରେ ସମର୍ଥନ କରିବ। ଡ଼୍ରାଇଭର ସଂଘର ଆନ୍ଦୋଳନ ଯୋଗୁଁ ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଫସା ଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande