୨୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ।
ଖୋର୍ଦ୍ଧା, 13 ଜୁଲାଇ (ହି.ସ.)ଖୋର୍ଦ୍ଧା, ଟାଉନ ଥାନା ପୋଲିସ ଥାନା ୨୫ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣକୁ 6ଗିରଫ କରିଛି। ଗିରଫ ଜଣକ ହେଲେ ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ସାମନ୍ତରାପୁର ସ୍ୱପ୍ନେଶ୍ୱର ସାହିର ଉଦୟନାଥ ବେହେରାଙ୍କ ପୁଅ ଶିବସୁନ୍ଦର ବେହେରା। ପୋଲିସ ସୁଚନା ମୁତାବକ ଶିବସୁନ୍ଦର ନ
ବ୍ରାଉନ ସୁଗାର


ଖୋର୍ଦ୍ଧା, 13 ଜୁଲାଇ (ହି.ସ.)ଖୋର୍ଦ୍ଧା, ଟାଉନ ଥାନା ପୋଲିସ ଥାନା ୨୫ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣକୁ 6ଗିରଫ କରିଛି। ଗିରଫ ଜଣକ ହେଲେ ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ସାମନ୍ତରାପୁର ସ୍ୱପ୍ନେଶ୍ୱର ସାହିର ଉଦୟନାଥ ବେହେରାଙ୍କ ପୁଅ ଶିବସୁନ୍ଦର ବେହେରା। ପୋଲିସ ସୁଚନା ମୁତାବକ ଶିବସୁନ୍ଦର ନବିନାବାଗ ଛକରେ ବ୍ରାଉନସୁଗାର କାରବାର କରୁଥିବା ନେ଼ଇ ଏକ ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୋଲିସ ତାଠାରୁ ୨୫ଗ୍ରାମ ବ୍ରାଉନସୁଗାର ଓ ଗୋଟିଏ ବାଇକ ଜବତ କରି ଗିରଫ କରିଥିଲା।ତେବେ ତାର ଜାମିନ ନାମଞ୍ଜୁର ହୋଇଯିବାରୁ ତାକୁ ଖୋର୍ଦ୍ଧା ଉପ କାରାଗାରକୁ ପଠାଇ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande