ଛେଳି ଚରାଳିର ବଜ୍ରପାତରେ ମୃତ୍ୟୁ
ଗଂଜାମ, 13 ଜୁଲାଇ (ହି.ସ.) ଗଣ୍ଡାଳା‌‌ ଗାଁର ଶ୍ରୀକାନ୍ତ ‌ଗୈ।ଡ(୨୦)ଗତ ସନ୍ଧ୍ୟାରେ ଛେଳି ଚରାଇ ଘରକୁ ଫେରିଵା ଵେଳେ ବଜ୍ରପାତ ହୋଇଥିଲା। ଏହାପରେ ସେ ଗୁରୁତର ହୋଇପଡିଥିଲେ । ବେଲଗାଁ ହସ୍ପିଟାଲରେ ପ୍ରାଥମିକ ‌ଚିକିତ୍ସା ପରେ ରାତିରେ ଅଧିକ ଚିକିତ୍ସା ପାଇଁ ଵ୍ରହ୍ମପୁର ଵଡଡାକ୍ତରଖାନାକୁ ନେବା ବେଳ
ଛେଳି ଚରାଳିର ବଜ୍ରପାତରେ ମୃତ୍ୟୁ


ଗଂଜାମ, 13 ଜୁଲାଇ (ହି.ସ.)

ଗଣ୍ଡାଳା‌‌ ଗାଁର ଶ୍ରୀକାନ୍ତ ‌ଗୈ।ଡ(୨୦)ଗତ ସନ୍ଧ୍ୟାରେ ଛେଳି ଚରାଇ ଘରକୁ ଫେରିଵା ଵେଳେ ବଜ୍ରପାତ ହୋଇଥିଲା। ଏହାପରେ ସେ ଗୁରୁତର ହୋଇପଡିଥିଲେ । ବେଲଗାଁ ହସ୍ପିଟାଲରେ ପ୍ରାଥମିକ ‌ଚିକିତ୍ସା ପରେ

ରାତିରେ ଅଧିକ ଚିକିତ୍ସା ପାଇଁ ଵ୍ରହ୍ମପୁର ଵଡଡାକ୍ତରଖାନାକୁ ନେବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande