ଓଡ଼ିଶା ସରକାରୀ ଆଉଟ୍ ସୋର୍ଶିଂ କର୍ମଚାରୀ ସଂଘ , ବଲାଙ୍ଗିର ତରଫରୁ ବରଗଡ ସାଂସଦ ଙ୍କୁ ଦାବି ପତ୍ର ପ୍ରଦାନ
ବଲାଙ୍ଗିର, 13 ଜୁଲାଇ (ହି.ସ.)ଆଜି ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଙ୍କର ବଲାଙ୍ଗୀର ଗସ୍ତ ସମୟ ଓଡ଼ିଶା ସରକାରୀ ଆଉଟ୍ ସୋର୍ଶିଂ କର୍ମଚାରୀ ସଂଘ, ବଲାଙ୍ଗିର ପାଖ୍ୟରୁ ଦାବି ପତ୍ର ଦିଆ ହେଲା। ଏଥିରେ ସଭାପତି ରାଜେଶ ଝାଙ୍କର , ଉପସଭାପତି ଦିଲୀପ ସାହୁ, ସମ୍ପାଦକ ଚଞ୍ଚଳ ମିଶ୍ର, କାର୍ଯ୍ୟକାରୀ ସଦସ
ଓଡ଼ିଶା ସରକାରୀ ଆଉଟ୍ ସୋର୍ଶିଂ କର୍ମଚାରୀ ସଂଘ , ବଲାଙ୍ଗିର ତରଫରୁ ବରଗଡ ସାଂସଦ ଙ୍କୁ ଦାବି ପତ୍ର ପ୍ରଦାନ


ବଲାଙ୍ଗିର, 13 ଜୁଲାଇ (ହି.ସ.)ଆଜି ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଙ୍କର ବଲାଙ୍ଗୀର ଗସ୍ତ ସମୟ ଓଡ଼ିଶା ସରକାରୀ ଆଉଟ୍ ସୋର୍ଶିଂ କର୍ମଚାରୀ ସଂଘ, ବଲାଙ୍ଗିର ପାଖ୍ୟରୁ ଦାବି ପତ୍ର ଦିଆ ହେଲା। ଏଥିରେ ସଭାପତି ରାଜେଶ ଝାଙ୍କର , ଉପସଭାପତି ଦିଲୀପ ସାହୁ, ସମ୍ପାଦକ ଚଞ୍ଚଳ ମିଶ୍ର, କାର୍ଯ୍ୟକାରୀ ସଦସ୍ୟ ରବୀନ୍ଦ୍ର ନାଏକ , ରିତେଶ ରଞ୍ଜନ ସାହୁ ପ୍ରମୁକ ଦାବି ପତ୍ର ଦେଇ ଦେଇଥିଲେ। ଶ୍ରୀ ପୁରୋହିତ ଙ୍କ ସହ ସମସ୍ତ ବିଷୟ ବିସ୍ତୃତ ଭାବରେ ଆଲୋଚନା କରା ହେଲା। ସେ ଦାବି ପ୍ରତି ପୂର୍ଣ୍ଣ ସମର୍ଥନ କରି ମୁଖ୍ୟମନ୍ତ୍ରୀ ଙ୍କ ସହିତ ବହୁତ୍ ଶୀଘ୍ର ଆଲୋଚନା କରି ତାଙ୍କୁ ଚିଠି ମାଧ୍ୟମ ରେ ତାଙ୍କୁ ଅବଗତ କରିବି ବୋଲି କହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande