ଉନ୍ନତ ଚିକିତ୍ସା ସହ ଦିଲ୍ଲୀ ଏୟାରଲିଫ୍ଟ କରିବା ନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ- ପୀଡିତାଙ୍କ ବାପା
ଭୁବନେଶ୍ୱର, 13 ଜୁଲାଇ (ହି.ସ.) - ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏମ୍ସ ଯାଇ ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । । ଚିକିତ୍ସା କେମିତି ଆହୁରି ଉନ୍ନତ ହେବ ସମସ୍ତ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାସହିତ ଦିଲ୍ଲୀ ଏୟାରଲିପ୍ଟ କରିବା ନେଇ ମଧ୍ୟ
ଉନ୍ନତ ଚିକିତ୍ସା ସହ ଦିଲ୍ଲୀ     ଏୟାରଲିଫ୍ଟ କରିବା ନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ- ପୀଡିତାଙ୍କ ବାପା


ଭୁବନେଶ୍ୱର, 13 ଜୁଲାଇ (ହି.ସ.)

- ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝୀ ଆଜି ଏମ୍ସ ଯାଇ ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । । ଚିକିତ୍ସା କେମିତି ଆହୁରି ଉନ୍ନତ ହେବ ସମସ୍ତ

ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାସହିତ ଦିଲ୍ଲୀ ଏୟାରଲିପ୍ଟ କରିବା ନେଇ ମଧ୍ୟ

ଆଲୋଚନା ହୋଇଛି ବୋଲି ପୀଡିତାଙ୍କ ବାପା କହିଛନ୍ତି । ଦିଲ୍ଲୀ ଡାକ୍ତରୀ ଟିମ୍ ସହ ଭର୍ଚୁଆଲି

ଆଲୋଚନା କରି ଉଚ୍ଚସ୍ତରୀୟ ଚିକିତ୍ସା କରାଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande