ଭୁବନେଶ୍ୱର, 13 ଜୁଲାଇ
(ହି.ସ)- ଏଫଏମକଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । ବାଲେଶ୍ବରରେ ୩ ଜଣିଆ
ଉଚ୍ଚସ୍ତରୀୟ ଟିମ୍ର ତଦନ୍ତ । ଏଫଏମକଲେଜରେ ପହଞ୍ଚି
ଆରମ୍ଭ କରିଛନ୍ତି ପଚରାଉଚରା । ନିଲମ୍ବିତ ଅଧ୍ୟକ୍ଷଙ୍କୁ ତଦନ୍ତ ଟିମ୍ ପଚରାଉଚରା କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା