ରାଷ୍ଟ୍ରପତିଙ୍କ ରେଭେନ୍ସା କାର୍ଯ୍ୟକ୍ରମକୁ ନେଇ କଟକ ସର୍କିଟ ହାଉସରେ ସମୀକ୍ଷା ବୈଠକ
ଭୁବନେଶ୍ୱର, 13 ଜୁଲାଇ (ହି.ସ.)- ଆସନ୍ତାକାଲି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ତଥା ରେଭେନ୍ସା ଠାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦାନକୁ ନେଇ କଟକ ସର୍କିଟ ହାଉସ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
ରାଷ୍ଟ୍ରପତିଙ୍କ ରେଭେନ୍ସା     କାର୍ଯ୍ୟକ୍ରମକୁ ନେଇ କଟକ ସର୍କିଟ ହାଉସରେ ସମୀକ୍ଷା ବୈଠକ


ଭୁବନେଶ୍ୱର, 13 ଜୁଲାଇ (ହି.ସ.)- ଆସନ୍ତାକାଲି

ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ତଥା ରେଭେନ୍ସା ଠାରେ

ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦାନକୁ ନେଇ କଟକ ସର୍କିଟ ହାଉସ ଠାରେ ଅନୁଷ୍ଠିତ ସମୀକ୍ଷା

ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ ଭଳି ବିଷୟ ସମ୍ପର୍କରେ ବିସ୍ତୃତ ଆଲୋଚନା

କରାଯାଇଛି। ଏହି ଅବସରରେ , ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉଚ୍ଚଶିକ୍ଷା ମନ୍ତ୍ରୀ

ଶ୍ରୀସୂର୍ଯ୍ୟବଂଶୀ,

କଟକ ସାଂସଦ ଶ୍ରୀଭର୍ତ୍ତୃହରି ମହତାବ, କଟକ ସଦର ବିଧାୟକ ଶ୍ରୀପ୍ରକାଶ ଚନ୍ଦ୍ର ସେଠୀ, ନିଆଳି ବିଧାୟକ ଶ୍ରୀଛବି ମଲ୍ଲିକ , ବିଜେପି ଜିଲ୍ଲା ସଭାପତି, ଜିଲ୍ଲାପାଳ, ପୋଲିସ ଆରକ୍ଷୀ ଅଧିକ୍ଷକ, ବରିଷ୍ଠ ଅଧିକାରୀ, ଦଳୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande