ରେଭେନ୍ସା ଝାଡାବାନ୍ତି ଘଟଣାରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର, 13 ଜୁଲାଇ (ହି.ସ.)- ରେଭେନ୍ସା ଓ୍ବେଷ୍ଟ ହଷ୍ଟେଲ୍‌ରେ ଝାଡ଼ାବାନ୍ତି ଘଟଣାରେ କାର୍ଯ୍ୟାନୁଷ୍ଠାନ । ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀର ଲିଜ୍‌ ବାତିଲ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି ଯେ, ସ୍ଥିତି ନିୟନ୍ତ୍ରଣାଧୀନ, କେଉଁ କାରଣ ପାଇଁ ହେ
ରେଭେନ୍ସା ଝାଡାବାନ୍ତି     ଘଟଣାରେ କାର୍ଯ୍ୟାନୁଷ୍ଠାନ


ଭୁବନେଶ୍ୱର, 13 ଜୁଲାଇ (ହି.ସ.)- ରେଭେନ୍ସା

ଓ୍ବେଷ୍ଟ ହଷ୍ଟେଲ୍‌ରେ ଝାଡ଼ାବାନ୍ତି ଘଟଣାରେ କାର୍ଯ୍ୟାନୁଷ୍ଠାନ । ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀର ଲିଜ୍‌ ବାତିଲ କଲେ ଉଚ୍ଚ ଶିକ୍ଷା

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି ଯେ, ସ୍ଥିତି ନିୟନ୍ତ୍ରଣାଧୀନ, କେଉଁ କାରଣ ପାଇଁ ହେଲା ଯାଞ୍ଚ ଚାଲିଛି । ସାମ୍ପଲ୍ ପରୀକ୍ଷା ପାଇଁ ପଠାଯାଇଛି, ଆସିଲେ ସ୍ପଷ୍ଟ ହେବ । ସନ୍ଧ୍ୟା ସୁଦ୍ଧା ଅସୁସ୍ଥ ଛାତ୍ର ସୁସ୍ଥ

ହୋଇଯିବା ନେଇ ଆଶା କରାଯାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande