24 ଘଣ୍ଟିଆ ଡାକ୍ତରୀ ଟିମ ଛାତ୍ରୀ ଉପରେ ନଜର ରଖିଛନ୍ତି- ସୁପରିଟେଣ୍ଡେଣ୍ଟ
ଭୁବନେଶ୍ୱର, 14 ଜୁଲାଇ (ହି.ସ.)- ଛାତ୍ରୀଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ ରହିଛି । 24 ଘଣ୍ଟିଆ ଡାକ୍ତରୀ ଟିମ ପୁରା ନଜର ରଖିଛନ୍ତି । ଦିଲ୍ଲୀ ଏମ୍ସ ସହ ନିରନ୍ତର ଆମେ ଯୋଗାଯୋଗରେ ରହି ଚକିତ୍ସା ଚାଲିଛି। ଗତକାଲି ସ୍ଥିତି ଯେଭଳି ଥିଲା ଆଜି
24 ଘଣ୍ଟିଆ ଡାକ୍ତରୀ       ଟିମ ଛାତ୍ରୀ ଉପରେ ନଜର ରଖିଛନ୍ତି- ସୁପରିଟେଣ୍ଡେଣ୍ଟ


ଭୁବନେଶ୍ୱର, 14 ଜୁଲାଇ (ହି.ସ.)- ଛାତ୍ରୀଙ୍କ

ଅବସ୍ଥା ଏବେବି ସଙ୍କଟାପନ୍ନ ରହିଛି । 24 ଘଣ୍ଟିଆ ଡାକ୍ତରୀ ଟିମ ପୁରା ନଜର

ରଖିଛନ୍ତି । ଦିଲ୍ଲୀ ଏମ୍ସ ସହ ନିରନ୍ତର ଆମେ

ଯୋଗାଯୋଗରେ ରହି ଚକିତ୍ସା ଚାଲିଛି। ଗତକାଲି

ସ୍ଥିତି ଯେଭଳି ଥିଲା ଆଜି ମଧ୍ୟ କ୍ରିଟିକାଲ ରହିଛି । 72 ଘଣ୍ଟା ବେଶ

ଗୁରୁତ୍ୱପୂର୍ଣ୍ଣ , ଗତକାଲି ଡାଇଲିସିସ ହୋଇଥିଲା । ଆବଶ୍ୟକ ହେଲେ

ପୁଣି ଡାଇଲିସିସ ହେବ । ଆଜି ବଡିରେ ଟେଂପ୍ରେଚର ଆସିଛି । ଦିଲ୍ଲୀ ଏମ୍ସ ବିଶେଷଜ୍ଞ ସହ କଥା ହୋଇ

ଆଣ୍ଟ୍ ବାୟୋଟିକ ଚାଲିଛି । ଛାତ୍ରୀ ଜଣଙ୍କ ଭେଣ୍ଟିଲେଟରରେ ଅଛନ୍ତି । ମ୍ୟାନେଜମେଣ୍ଟ ପକ୍ଷରୁ

ସବୁଠାରୁ ବେଷ୍ଟ ଦେବାକୁ ଚେଷ୍ଟା ଚାଲିଛି ବୋଲି କହିଛନ୍ତି ଏମ୍ସ ସୁପରିଟେଣ୍ଡେଣ୍ଟ ଦିଲ୍ଲୀପ

ପରିଡା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande